Pataka Uttolana MCQ- Multiple Choice Question and Answer | ପତାକା ଉତ୍ତୋଳନ

 Pataka Uttolana
ପତାକା ଉତ୍ତୋଳନ

Multiple Choice Question and Answer




1. କେଉଁ କଥା ସ୍ଵୀକାର କରିବ ନାହିଁ ବୋଲି ଅରୁଣ କହିଛି ?





2. କିଏ କମଳନୟନର ନିଳୋପ୍ତଳରେ ଦେବୀ ଆରାଧନା କରିଥିଲେ ?





3. 'ପତାକା ଉତ୍ତୋଳନ' ଗଳ୍ପରେ ମୁଖ୍ୟ ଉପଜୀବ୍ୟ କ'ଣ ?





4. ସୁରେନ୍ଦ୍ର ମହାନ୍ତିଙ୍କ ରଚିତ 'ଶତାବ୍ଦୀର ସୂର୍ଯ୍ୟ' ଓ 'କୁଳବୃଦ୍ଧ' କେଉଁ ବରପୁତ୍ରଙ୍କ ଜୀବନୀ ଉପରେ ଆଧାରିତ ?





5. ସୁରେନ୍ଦ୍ର ମହାନ୍ତି କେଉଁ ଶୈଳୀପାଇଁ ଓଡ଼ିଆ ସାହିତ୍ୟରେ ବିପୁଳ ଶ୍ରଦ୍ଧା ଲାଭ କରିଛନ୍ତି ?





6. ନିମ୍ନୋକ୍ତ କେଉଁଟି ଶ୍ରୀଯୁକ୍ତ ମହାନ୍ତିଙ୍କ ରଚନା ନୁହେଁ ?




7. ଗାଳ୍ପିକ କେଉଁ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ?





8. ରାୟବାହାଦୁର ମହାପାତ୍ରଙ୍କ ପତ୍ନୀଙ୍କ ନାମ କ'ଣ ?





9. କିଏ ସଦ୍ୟ ବିଧବା ହୋଇ ବୁକୁଚିରା କାନ୍ଦ କାନ୍ଦିଥିଲା ?





10. ରାୟବାହାଦୁର କୁର୍ଣ୍ଣିସ ଜଣାଇଲେ - ରେଖାଙ୍କିତ ଶବ୍ଦର ଅର୍ଥ କ'ଣ ?





11. ଗଳ୍ପର ଚରିତ୍ରମାନେ କେତୋଟି ପିଢିର ପ୍ରତିନିଧିତ୍ଵ କରୁଛନ୍ତି ?





12. ବିଜୟ କେଉଁ ପିଢିର ପ୍ରତିନିଧିତ୍ଵ କରୁଛି ?




13. କେଉଁ ପଟ୍ଟଭୂମିରେ ସ୍ଵାଧୀନ ଭାରତର ତ୍ରିରଙ୍ଗା ଫରଫର ହୋଇ ଉଡୁଥିଲା ?





14. ପୁଲିସ ଥାନା ଆଗରେ ବିରାଟ ଜନତାକୁ ମୁକାବିଲା କରିବାର ଦାୟିତ୍ଵ ରାୟ ବାହାଦୁରଙ୍କୁ କିଏ ପ୍ରଦାନ କରିଥିଲେ ?





15. ଗଳ୍ପରେ 'ଅରୁଣ' ଚରିତ୍ର କେଉଁ ପିଢିର ପ୍ରତିନିଧିତ୍ଵ କରୁଛି ?





16. ଅରୁଣ ସତ୍ୟାଗ୍ରହୀ ଭାବରେ କେଉଁ ସଙ୍ଗୀତ ଆବୃତ୍ତି କରୁଥିଲେ ?





17. ରାୟ ବାହାଦୁର ଅରୁଣକୁ ହତ୍ୟା କରିବା ଘଟଣା କେତେ ବର୍ଷ ତଳେ ସଂଘଟିତ ହୋଇଥିଲା ?





18. ରାୟବାହାଦୁର କେଉଁଠାରୁ ଚାବିଲେନ୍ଥା କାଢି ଡ୍ରୟର ଫିଟାଇଲେ ?





19. ରାୟ ବାହାଦୁରଙ୍କ ସନନ୍ଦଟି କାହାଦ୍ୱାରା ପ୍ରଦତ୍ତ?





20. ଜନତାର କୁହାଟରେ କିଏ ଗର୍ଜନ କରିଉଠିଲା ?





21. ଘର ଭିତରେ କେଉଁ ଧ୍ୱନି ଶୁଣି ରାୟ ବାହାଦୁର ଚମକି ଉଠିଲେ ?





22. ଝରକା କବାଟ ବନ୍ଦକରି ରାୟବାହାଦୁର କାହାକୁ ରୁଦ୍ଧ କରିପାରୁ ନଥିଲେ ?



23. ବିଜୟର ପିତାଙ୍କ ନାମ କ'ଣ ?





24. ରାୟବାହାଦୁରଙ୍କ ବନ୍ଧୁକ କାହିଁକି ଚକଚକ କରେ ?





25. ରାୟ ବାହାଦୁରଙ୍କ ପୁରା ନାମ କ'ଣ ?




26. କେଉଁ ଶବ୍ଦରେ ରାୟବାହାଦୁରଙ୍କ ଏନଆଇଡ଼ି ଭାଙ୍ଗିଗଲା ?





27. କେଉଁ ଧ୍ୱନିରେ ରାତ୍ରିର ଶାନ୍ତ ନୀରବ ମୂହୁର୍ତ୍ତ କ୍ଷୁବ୍ଧ ଓ ଚଞ୍ଚଳ ହୋଇଉଠିଲା ?





28. ଡ୍ରୟର ଭିତରେ କ'ଣ ଥିଲା ?





29. କ'ଣ ରାୟବାହାଦୁରଙ୍କର ନିଜସ୍ୱ ଥିଲା ?





30. ଚଉରୀଚଉରା ବିପ୍ଲବ ପରେ କେଉଁ ପ୍ରକାର ଆନ୍ଦୋଳନ ଭାରତୀୟ ଜାତୀୟ ଆନ୍ଦୋଳନରେ ନୂତନ ସ୍ପନ୍ଦନ ଜାଗ୍ରତ କରାଇଥିଲା ?





31. "ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଦାବି" - ଗଳ୍ପରେ ଏହା କାହାର ଉକ୍ତି ?




32. ବନ୍ଧୁକର କେଉଁ ସ୍ଥାନରେ ଖରାପଡ଼ି ଚକଚକ କରୁଥିଲା ?





33. ଶ୍ରୀରାମ କମଳନୟନର ନିଳୋତ୍ପଳରେ ଦେବୀ ଆରାଧନା କରିଥିଲେ - ଏହା କାହାର ଉକ୍ତି ?




34. ବ୍ରିଟିଶ ସରକାରଙ୍କ ପତାକାର ନାମ କ'ଣ ଥିଲା ?





35. ପୁତ୍ରହତ୍ୟା ଯଦି କର୍ତ୍ତବ୍ୟସାଧନ, ଏହା କାହାର ଉକ୍ତି ?





36. ହେମମାଳା ଦୋତାଲା ବାରଣ୍ଡାରେ ତ୍ରିରଙ୍ଗା ଉଡାଇ ତା' ତଳେ କ'ଣ ଜାଳିଥିଲେ ?





37. 'ଏ ଦେଶ ଆମର, ବ୍ରିଟିଶ ଗୋଲମ ପାଇଁ ସ୍ଥାନ ନାହିଁ ଏଠି' - ଏହା କାହାର ଉକ୍ତି ?





38. କିଏ ମୁର୍ମୁଷୁ ରାୟବାହାଦୁରଙ୍କୁ ଉପରକୁ ଟେକି ନେଲେ ?





39. ବଜ୍ର ନିର୍ଘୋଷ ପରି ପହଳି ଫେରୁଥିଲା - ରେଖାଙ୍କିତ ଶବ୍ଦର ଅର୍ଥ କ'ଣ ?




1 Comments

Previous Post Next Post