Pataka Uttolana
ପତାକା ଉତ୍ତୋଳନ
Multiple Choice Question and Answer
1. କେଉଁ କଥା ସ୍ଵୀକାର କରିବ ନାହିଁ ବୋଲି ଅରୁଣ କହିଛି ?
2. କିଏ କମଳନୟନର ନିଳୋପ୍ତଳରେ ଦେବୀ ଆରାଧନା କରିଥିଲେ ?
3. 'ପତାକା ଉତ୍ତୋଳନ' ଗଳ୍ପରେ ମୁଖ୍ୟ ଉପଜୀବ୍ୟ କ'ଣ ?
4. ସୁରେନ୍ଦ୍ର ମହାନ୍ତିଙ୍କ ରଚିତ 'ଶତାବ୍ଦୀର ସୂର୍ଯ୍ୟ' ଓ 'କୁଳବୃଦ୍ଧ' କେଉଁ ବରପୁତ୍ରଙ୍କ ଜୀବନୀ ଉପରେ ଆଧାରିତ ?
5. ସୁରେନ୍ଦ୍ର ମହାନ୍ତି କେଉଁ ଶୈଳୀପାଇଁ ଓଡ଼ିଆ ସାହିତ୍ୟରେ ବିପୁଳ ଶ୍ରଦ୍ଧା ଲାଭ କରିଛନ୍ତି ?
6. ନିମ୍ନୋକ୍ତ କେଉଁଟି ଶ୍ରୀଯୁକ୍ତ ମହାନ୍ତିଙ୍କ ରଚନା ନୁହେଁ ?
7. ଗାଳ୍ପିକ କେଉଁ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ?
8. ରାୟବାହାଦୁର ମହାପାତ୍ରଙ୍କ ପତ୍ନୀଙ୍କ ନାମ କ'ଣ ?
9. କିଏ ସଦ୍ୟ ବିଧବା ହୋଇ ବୁକୁଚିରା କାନ୍ଦ କାନ୍ଦିଥିଲା ?
10. ରାୟବାହାଦୁର କୁର୍ଣ୍ଣିସ ଜଣାଇଲେ - ରେଖାଙ୍କିତ ଶବ୍ଦର ଅର୍ଥ କ'ଣ ?
11. ଗଳ୍ପର ଚରିତ୍ରମାନେ କେତୋଟି ପିଢିର ପ୍ରତିନିଧିତ୍ଵ କରୁଛନ୍ତି ?
12. ବିଜୟ କେଉଁ ପିଢିର ପ୍ରତିନିଧିତ୍ଵ କରୁଛି ?
13. କେଉଁ ପଟ୍ଟଭୂମିରେ ସ୍ଵାଧୀନ ଭାରତର ତ୍ରିରଙ୍ଗା ଫରଫର ହୋଇ ଉଡୁଥିଲା ?
14. ପୁଲିସ ଥାନା ଆଗରେ ବିରାଟ ଜନତାକୁ ମୁକାବିଲା କରିବାର ଦାୟିତ୍ଵ ରାୟ ବାହାଦୁରଙ୍କୁ କିଏ ପ୍ରଦାନ କରିଥିଲେ ?
15. ଗଳ୍ପରେ 'ଅରୁଣ' ଚରିତ୍ର କେଉଁ ପିଢିର ପ୍ରତିନିଧିତ୍ଵ କରୁଛି ?
16. ଅରୁଣ ସତ୍ୟାଗ୍ରହୀ ଭାବରେ କେଉଁ ସଙ୍ଗୀତ ଆବୃତ୍ତି କରୁଥିଲେ ?
17. ରାୟ ବାହାଦୁର ଅରୁଣକୁ ହତ୍ୟା କରିବା ଘଟଣା କେତେ ବର୍ଷ ତଳେ ସଂଘଟିତ ହୋଇଥିଲା ?
18. ରାୟବାହାଦୁର କେଉଁଠାରୁ ଚାବିଲେନ୍ଥା କାଢି ଡ୍ରୟର ଫିଟାଇଲେ ?
19. ରାୟ ବାହାଦୁରଙ୍କ ସନନ୍ଦଟି କାହାଦ୍ୱାରା ପ୍ରଦତ୍ତ?
20. ଜନତାର କୁହାଟରେ କିଏ ଗର୍ଜନ କରିଉଠିଲା ?
21. ଘର ଭିତରେ କେଉଁ ଧ୍ୱନି ଶୁଣି ରାୟ ବାହାଦୁର ଚମକି ଉଠିଲେ ?
22. ଝରକା କବାଟ ବନ୍ଦକରି ରାୟବାହାଦୁର କାହାକୁ ରୁଦ୍ଧ କରିପାରୁ ନଥିଲେ ?
23. ବିଜୟର ପିତାଙ୍କ ନାମ କ'ଣ ?
24. ରାୟବାହାଦୁରଙ୍କ ବନ୍ଧୁକ କାହିଁକି ଚକଚକ କରେ ?
25. ରାୟ ବାହାଦୁରଙ୍କ ପୁରା ନାମ କ'ଣ ?
26. କେଉଁ ଶବ୍ଦରେ ରାୟବାହାଦୁରଙ୍କ ଏନଆଇଡ଼ି ଭାଙ୍ଗିଗଲା ?
27. କେଉଁ ଧ୍ୱନିରେ ରାତ୍ରିର ଶାନ୍ତ ନୀରବ ମୂହୁର୍ତ୍ତ କ୍ଷୁବ୍ଧ ଓ ଚଞ୍ଚଳ ହୋଇଉଠିଲା ?
28. ଡ୍ରୟର ଭିତରେ କ'ଣ ଥିଲା ?
29. କ'ଣ ରାୟବାହାଦୁରଙ୍କର ନିଜସ୍ୱ ଥିଲା ?
30. ଚଉରୀଚଉରା ବିପ୍ଲବ ପରେ କେଉଁ ପ୍ରକାର ଆନ୍ଦୋଳନ ଭାରତୀୟ ଜାତୀୟ ଆନ୍ଦୋଳନରେ ନୂତନ ସ୍ପନ୍ଦନ ଜାଗ୍ରତ କରାଇଥିଲା ?
31. "ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଦାବି" - ଗଳ୍ପରେ ଏହା କାହାର ଉକ୍ତି ?
32. ବନ୍ଧୁକର କେଉଁ ସ୍ଥାନରେ ଖରାପଡ଼ି ଚକଚକ କରୁଥିଲା ?
33. ଶ୍ରୀରାମ କମଳନୟନର ନିଳୋତ୍ପଳରେ ଦେବୀ ଆରାଧନା କରିଥିଲେ - ଏହା କାହାର ଉକ୍ତି ?
34. ବ୍ରିଟିଶ ସରକାରଙ୍କ ପତାକାର ନାମ କ'ଣ ଥିଲା ?
35. ପୁତ୍ରହତ୍ୟା ଯଦି କର୍ତ୍ତବ୍ୟସାଧନ, ଏହା କାହାର ଉକ୍ତି ?
36. ହେମମାଳା ଦୋତାଲା ବାରଣ୍ଡାରେ ତ୍ରିରଙ୍ଗା ଉଡାଇ ତା' ତଳେ କ'ଣ ଜାଳିଥିଲେ ?
37. 'ଏ ଦେଶ ଆମର, ବ୍ରିଟିଶ ଗୋଲମ ପାଇଁ ସ୍ଥାନ ନାହିଁ ଏଠି' - ଏହା କାହାର ଉକ୍ତି ?
38. କିଏ ମୁର୍ମୁଷୁ ରାୟବାହାଦୁରଙ୍କୁ ଉପରକୁ ଟେକି ନେଲେ ?
39. ବଜ୍ର ନିର୍ଘୋଷ ପରି ପହଳି ଫେରୁଥିଲା - ରେଖାଙ୍କିତ ଶବ୍ଦର ଅର୍ଥ କ'ଣ ?
Tags:
mil-story-mcq
Good questions
ReplyDelete