Akasha Kainchha MCQ- Multiple Choice Question and Answer | ଆକାଶ କଇଁଛ

 Akasha Kainchha
 ଆକାଶ କଇଁଛ

Multiple Choice Question and Answer






1. ନିରାଶବାଦୀ ପକ୍ଷୀ ଭାବେ କିଏ ଜଣାଶୁଣା ?





2. କଚ୍ଛପର ମନୋରଞ୍ଜନ ପାଇଁ ହଂସଦ୍ଵୟ କେତେ ସମୟ ନେଉଥିଲେ ?





3. କଚ୍ଛପ ମାଂସ କାହାର ଅଯୋଗ୍ୟ ବୋଲି ମହାପଣ୍ଡିତେ କହିଥିଲେ ?





4. କାହା ଆଡ଼କୁ ଦୃଷ୍ଟିପାତ କରି ରାଜାଙ୍କର ଗୋଟିଏ ଚକ୍ଷୁ ଝଟକି ଉଠିଲା ?





5. କଚ୍ଛପଟି କୂଳକୁ ଉଠିଯାଇ କେଉଁଥିରେ ବିଚରଣ କରୁଥିଲା ?





6. କେଉଁ ପୁସ୍ତକ ପାଇଁ ଗାଳ୍ପିକ ମନୋଜ ଦାସ ସରସ୍ଵତୀ ପୁରସ୍କାର ଲାଭ କରିଛନ୍ତି ?




7. ଗାଳ୍ପିକଙ୍କ ଶୈଳୀ କେଉଁପରି ?





8. ନିମ୍ନୋକ୍ତ କେଉଁଟି ଗାଳ୍ପିକଙ୍କ ଗଳ୍ପ ସଂକଳନ ନୁହେଁ ?





9. ପଠିତ ଗଳ୍ପ "ଆକାଶ କଇଁଛ" ଗାଳ୍ପିକଙ୍କ କେଉଁ ଗଳ୍ପଗ୍ରନ୍ଥରୁ ଆସିଛି ?





10. ପରୀକ୍ଷାମୂଳକ ଉଡ଼ାଣ ନିମନ୍ତେ ହଂସଦ୍ୱୟ କଚ୍ଛପକୁ କେତେ ବାଟ ଉଡ଼ାଇ ନେଲେ ?





11. ବିଦେଶୀ ରାଜଦୁତ କେଉଁଥିପାଇଁ କଚ୍ଛପମାଂସ ଭକ୍ଷଣ କରିବାକୁ ପ୍ରସ୍ତୁତ ?





12. ପାଚକର ସହକାରୀ କାହା ପଗଡି ଓଟାରିଆଣି ରାଜାଙ୍କ କୋଳରେ ବିଛାଇ ତହିଁରେ କଚ୍ଛପ ମାଂସ ଥୋଇଲା ?




13. କାନ୍ଦୁଥିବା ସଭାସଦଙ୍କ ପ୍ରତି ରାଜାଙ୍କର ଧମକ କିପରି ଥିଲା ?





14. ତମ ରାଜ୍ୟ ଆଗର ଏକ ତାଲୁକରେ ପରିଣତ ହେବ । - ରେଖାଙ୍କିତ ଶବ୍ଦର ଅର୍ଥ କ'ଣ ?





15. ରାଜାଙ୍କର ତଥାକଥିତ ବିଜ୍ଞ ଓ ପଣ୍ଡିତ ପଦବାଚ୍ୟ ସଭାସଦମାନଙ୍କର କେଉଁ ଗୁଣକୁ ଗଳ୍ପଟି ପ୍ରକଟିତ କରୁଛି ?





16. ଆଲୋଚ୍ୟ ଗଳ୍ପ ସାମଗ୍ରିକ ରୂପେ ମନୁଷ୍ୟର କେଉଁ ପ୍ରକାର ଅବସ୍ଥାକୁ ବ୍ୟଙ୍ଗ କରୁଛି ?





17. କଚ୍ଛପ ବହୁରୋଗ ଓ ଦୋଷଦୁର୍ବଳତାର ମହୌଷଧି ବୋଲି କିଏ କହିଛନ୍ତି ?





18. ମଇଁଷି ଆକାରର ବିହଙ୍ଗରୁ ହଳେ ଆଣିବାକୁ ରାଜା ବିଦେଶୀ ରାଜଦୂତଙ୍କୁ କେତେ ସମୟ ଦେଇଥିଲେ ?





19. କ'ଣ ପାଇଁ ରାଜାଙ୍କର ସୈନ୍ୟମାନେ ମୋଟେଇ ଯାଉଛନ୍ତି ଓ ସେନାପତି ଗଣ୍ଠିବାତ ଭୋଗୁଛନ୍ତି ?





20. ସଭାସଦ ବର୍ଗ କଚ୍ଛପ ପାଖରେ କିପରି ରହି ଚମତ୍କୃତ ହୋଇ ଅନାଇ ରହିଲେ ?





21. ବର୍ଷାଋତୁ ସମାଗତ ହେଲେ କେଉଁମାନେ ସରୋବରରେ ଉପନୀତ ହେଉଥିଲେ ?





22. ପାରା ଓ ଚିଲ ଜାତୀୟ ପକ୍ଷୀଙ୍କୁ କିଭଳି ପକ୍ଷୀ ବୋଲି କୁହାଯାଇଛି ?



23. ବୃଦ୍ଧ ଜଣକ କାହା ସହ ନୌକାରେ ଫେରୁଥିଲେ ?





24. ହଂସମାନେ ବେଶୀ ଉପରକୁ ଉଠିପାରୁ ନଥିଲେ କାହିଁକି ?





25. ପରୀକ୍ଷାମୂଳକ ଉଡ଼ାଣ ପରେ ସେମାନେ କେଉଁଠାରେ ଅବତରଣ କଲେ ?




26. ପକ୍ଷୀମାନେ ଆକାଶବ୍ୟାପୀ ବିଞ୍ଚି ହୋଇ ରହିଥିବା ଦୃଶ୍ୟକୁ ଗାଳ୍ପିକ କେଉଁପରି ବର୍ଣ୍ଣନା କରିଛନ୍ତି ?





27. କାହାକୁ ସାଧାରଣ ପକ୍ଷୀ ବୋଲି କୁହାଯାଇଛି ?





28. ନଦୀରେ ନୌକା ଯୋଗେ ବୃଦ୍ଧ ସହିତ କିଏ ଫେରୁଥିଲେ ?





29. କ'ଣ ବଡପାଟିରେ କହିବାକୁ ଯାଇ କଚ୍ଛପ କୌଣସି ପ୍ରକାରେ ସମ୍ଭାଳିଗଲା ?





30. ରାଜାଙ୍କ ଦରବାରରେ କିଏ ଅନ୍ତର୍ଭୁକ୍ତ ନଥିଲେ ?





31. କମ୍ଭୁଗ୍ରୀବ କଇଁଛ କେଉଁଠାରେ ଖସିପଡିଲା ?




32. "କଚ୍ଛପ ମାଂସ ସହସ୍ରଧରଣର ରୋଗବ୍ୟାଧି ଓ ଦୋଷ ଦୁର୍ବଳତାର ପ୍ରତିଷେଧକ ହୋଇଥାଏ" - ଗଳ୍ପରେ ଏହା କାହାର ଉକ୍ତି ?





33. କିଏ ଗଣ୍ଠିବାତ ରୋଗରେ ପୀଡ଼ିତ ବୋଲି କୁହାଯାଇଛି ?




Post a Comment

Previous Post Next Post