Akasha Kainchha
ଆକାଶ କଇଁଛ
Multiple Choice Question and Answer
1. ନିରାଶବାଦୀ ପକ୍ଷୀ ଭାବେ କିଏ ଜଣାଶୁଣା ?
2. କଚ୍ଛପର ମନୋରଞ୍ଜନ ପାଇଁ ହଂସଦ୍ଵୟ କେତେ ସମୟ ନେଉଥିଲେ ?
3. କଚ୍ଛପ ମାଂସ କାହାର ଅଯୋଗ୍ୟ ବୋଲି ମହାପଣ୍ଡିତେ କହିଥିଲେ ?
4. କାହା ଆଡ଼କୁ ଦୃଷ୍ଟିପାତ କରି ରାଜାଙ୍କର ଗୋଟିଏ ଚକ୍ଷୁ ଝଟକି ଉଠିଲା ?
5. କଚ୍ଛପଟି କୂଳକୁ ଉଠିଯାଇ କେଉଁଥିରେ ବିଚରଣ କରୁଥିଲା ?
6. କେଉଁ ପୁସ୍ତକ ପାଇଁ ଗାଳ୍ପିକ ମନୋଜ ଦାସ ସରସ୍ଵତୀ ପୁରସ୍କାର ଲାଭ କରିଛନ୍ତି ?
7. ଗାଳ୍ପିକଙ୍କ ଶୈଳୀ କେଉଁପରି ?
8. ନିମ୍ନୋକ୍ତ କେଉଁଟି ଗାଳ୍ପିକଙ୍କ ଗଳ୍ପ ସଂକଳନ ନୁହେଁ ?
9. ପଠିତ ଗଳ୍ପ "ଆକାଶ କଇଁଛ" ଗାଳ୍ପିକଙ୍କ କେଉଁ ଗଳ୍ପଗ୍ରନ୍ଥରୁ ଆସିଛି ?
10. ପରୀକ୍ଷାମୂଳକ ଉଡ଼ାଣ ନିମନ୍ତେ ହଂସଦ୍ୱୟ କଚ୍ଛପକୁ କେତେ ବାଟ ଉଡ଼ାଇ ନେଲେ ?
11. ବିଦେଶୀ ରାଜଦୁତ କେଉଁଥିପାଇଁ କଚ୍ଛପମାଂସ ଭକ୍ଷଣ କରିବାକୁ ପ୍ରସ୍ତୁତ ?
12. ପାଚକର ସହକାରୀ କାହା ପଗଡି ଓଟାରିଆଣି ରାଜାଙ୍କ କୋଳରେ ବିଛାଇ ତହିଁରେ କଚ୍ଛପ ମାଂସ ଥୋଇଲା ?
13. କାନ୍ଦୁଥିବା ସଭାସଦଙ୍କ ପ୍ରତି ରାଜାଙ୍କର ଧମକ କିପରି ଥିଲା ?
14. ତମ ରାଜ୍ୟ ଆଗର ଏକ ତାଲୁକରେ ପରିଣତ ହେବ । - ରେଖାଙ୍କିତ ଶବ୍ଦର ଅର୍ଥ କ'ଣ ?
15. ରାଜାଙ୍କର ତଥାକଥିତ ବିଜ୍ଞ ଓ ପଣ୍ଡିତ ପଦବାଚ୍ୟ ସଭାସଦମାନଙ୍କର କେଉଁ ଗୁଣକୁ ଗଳ୍ପଟି ପ୍ରକଟିତ କରୁଛି ?
16. ଆଲୋଚ୍ୟ ଗଳ୍ପ ସାମଗ୍ରିକ ରୂପେ ମନୁଷ୍ୟର କେଉଁ ପ୍ରକାର ଅବସ୍ଥାକୁ ବ୍ୟଙ୍ଗ କରୁଛି ?
17. କଚ୍ଛପ ବହୁରୋଗ ଓ ଦୋଷଦୁର୍ବଳତାର ମହୌଷଧି ବୋଲି କିଏ କହିଛନ୍ତି ?
18. ମଇଁଷି ଆକାରର ବିହଙ୍ଗରୁ ହଳେ ଆଣିବାକୁ ରାଜା ବିଦେଶୀ ରାଜଦୂତଙ୍କୁ କେତେ ସମୟ ଦେଇଥିଲେ ?
19. କ'ଣ ପାଇଁ ରାଜାଙ୍କର ସୈନ୍ୟମାନେ ମୋଟେଇ ଯାଉଛନ୍ତି ଓ ସେନାପତି ଗଣ୍ଠିବାତ ଭୋଗୁଛନ୍ତି ?
20. ସଭାସଦ ବର୍ଗ କଚ୍ଛପ ପାଖରେ କିପରି ରହି ଚମତ୍କୃତ ହୋଇ ଅନାଇ ରହିଲେ ?
21. ବର୍ଷାଋତୁ ସମାଗତ ହେଲେ କେଉଁମାନେ ସରୋବରରେ ଉପନୀତ ହେଉଥିଲେ ?
22. ପାରା ଓ ଚିଲ ଜାତୀୟ ପକ୍ଷୀଙ୍କୁ କିଭଳି ପକ୍ଷୀ ବୋଲି କୁହାଯାଇଛି ?
23. ବୃଦ୍ଧ ଜଣକ କାହା ସହ ନୌକାରେ ଫେରୁଥିଲେ ?
24. ହଂସମାନେ ବେଶୀ ଉପରକୁ ଉଠିପାରୁ ନଥିଲେ କାହିଁକି ?
25. ପରୀକ୍ଷାମୂଳକ ଉଡ଼ାଣ ପରେ ସେମାନେ କେଉଁଠାରେ ଅବତରଣ କଲେ ?
26. ପକ୍ଷୀମାନେ ଆକାଶବ୍ୟାପୀ ବିଞ୍ଚି ହୋଇ ରହିଥିବା ଦୃଶ୍ୟକୁ ଗାଳ୍ପିକ କେଉଁପରି ବର୍ଣ୍ଣନା କରିଛନ୍ତି ?
27. କାହାକୁ ସାଧାରଣ ପକ୍ଷୀ ବୋଲି କୁହାଯାଇଛି ?
28. ନଦୀରେ ନୌକା ଯୋଗେ ବୃଦ୍ଧ ସହିତ କିଏ ଫେରୁଥିଲେ ?
29. କ'ଣ ବଡପାଟିରେ କହିବାକୁ ଯାଇ କଚ୍ଛପ କୌଣସି ପ୍ରକାରେ ସମ୍ଭାଳିଗଲା ?
30. ରାଜାଙ୍କ ଦରବାରରେ କିଏ ଅନ୍ତର୍ଭୁକ୍ତ ନଥିଲେ ?
31. କମ୍ଭୁଗ୍ରୀବ କଇଁଛ କେଉଁଠାରେ ଖସିପଡିଲା ?
32. "କଚ୍ଛପ ମାଂସ ସହସ୍ରଧରଣର ରୋଗବ୍ୟାଧି ଓ ଦୋଷ ଦୁର୍ବଳତାର ପ୍ରତିଷେଧକ ହୋଇଥାଏ" - ଗଳ୍ପରେ ଏହା କାହାର ଉକ୍ତି ?
33. କିଏ ଗଣ୍ଠିବାତ ରୋଗରେ ପୀଡ଼ିତ ବୋଲି କୁହାଯାଇଛି ?
Tags:
mil-story-mcq