Tini Tundare MCQ - Multiple Choice Question and Answer | ତିନି ତୁଣ୍ଡରେ

 Tini Tundare
ତିନି ତୁଣ୍ଡରେ

Multiple Choice Question and Answer








1. ଗଣତନ୍ତ୍ର ଶାସନରେ ଲୋକେ ନିଜେ ନିଜକୁ କ'ଣ କରନ୍ତି ?





2. କେଉଁମାନେ ଦୁଇ ବିରାଡିଙ୍କ ପରି ଖାଲି ଓଠ ଚାଟି ମିଟିମିଟି କରି ଅନାଇ ରହୁଛନ୍ତି ?





3. ଗୁଣହୀନ ଓ ନୀତିହୀନ କେତେକ ପ୍ରତିନିଧି ନିଜ ହାତରେ କ'ଣ ପାଇଯାଉଛନ୍ତି ?





4. କାହାକୁ ଅଭିଶାପ ଦେଇ ପୁରୋହିତ ଗାଁ ଆଡ଼କୁ ଦୌଡିଲେ ?





5. କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ?





6. କେଉଁମାନଙ୍କଦ୍ଵାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ଓ ପ୍ରକୃତ ବିଶେଷତ୍ଵ ବୋଲି କୁହାଯାଇପାରେ ?




7. କେତେବର୍ଷ ନ ପୁରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇଁ ମହାରାଜ ପାଣୁଙ୍କୁ କହିଛନ୍ତି ?





8. ଚାରିହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ ?





9. କାହାକୁ ଦେଖି ପୁରୋହିତଙ୍କ ଛାତିରେ ପବନ ଅଟକିଗଲା ?





10. ଆଲୋଚ୍ୟ ପ୍ରବନ୍ଧ 'ତିନି ତୁଣ୍ଡରେ' ପ୍ରାବନ୍ଧିକ ଭୁବନେଶ୍ବର ବେହେରାଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?





11. ଆମ ସମାଜରେ ସମଷ୍ଟିଗତ ପ୍ରଗତି କେଉଁପରି କପୋଳକଳ୍ପିତ ?





12. ଆମ ଦେଶରେ କେଉଁ ପ୍ରକାର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳିତ ?




13. କେଉଁ ଦେଶରେ ପ୍ରତିନିଧି ଚୟନ କ୍ଷେତ୍ରରେ ଗୁଣ ଅପେକ୍ଷା ପ୍ରୋପାଗାଣ୍ଡା ଅଧିକ କାମ କରେ ?





14. ପୁରୋହିତ ରାସ୍ତାରେ ଭେଟିଥିବା ଲୋକ କିଏ ?





15. ବ୍ରାହ୍ମଣ ଗୋସାଇଁଙ୍କୁ ଛେଳିଟିଏ କିଏ ଦାନ କରିଥିଲେ ?





16. ରାଜନୈତିକ ପଟ୍ଟପରିବର୍ତ୍ତନ କରୁଥିବା ଲୋକପ୍ରତିନିଧି କାର୍ଯ୍ୟକଳାପକୁ ପ୍ରାବନ୍ଧିକ କେଉଁ ଆଖ୍ୟା ଦେଇଛନ୍ତି ?





17. ଗଣତନ୍ତ୍ର ଶାସନର ସଫଳତା କାହା ଉପରେ ନିର୍ଭର କରେ ?





18. ଅଗାଅଗି ବନସ୍ତ - ରେଖାଙ୍କିତ ଶବ୍ଦର ଅର୍ଥ କ'ଣ ?





19. ପଠିତ ଗଦ୍ୟାଂଶରେ ଲେଖକ ମୁଖ୍ୟତଃ କେଉଁ ବିଷୟ ଉପସ୍ଥାପନା କରିଛନ୍ତି ?





20. ଭାରତରେ କ'ଣ ଲଙ୍କାରେ ହରିଶବ୍ଦ ପରି ବୋଲି କୁହାଯାଇଛି ?





21. ଭଲମନ୍ଦ ଚିହ୍ନିବାରେ ଯୋଗ୍ୟତା ଯେଉଁଠି ନାହିଁ, ସେଠାରେ ମୁଖ୍ୟତଃ କାହାର ବିଜୟ ହୁଏ ?





22. 'ପ୍ରୋପାଗଣ୍ଡାର' ପ୍ରଭାବ ଦର୍ଶାଇବା ପାଇଁ କେଉଁ ଗଳ୍ପର ଅବତାରଣା କରାଯାଇଛି ?



23. ନିମ୍ନୋକ୍ତ କେଉଁ ଶାସନଟି ଶ୍ରେଷ୍ଠ ?





24. ମେଣ୍ଢାଶାଳ ଭିତରେ ଗଧିଆ କେଉଁ ପୋଷାକରେ ରହେ ?





25. ଗୋସେଇଁଙ୍କ ଆଗରେ ହଠାତ ଆବିର୍ଭାବ ହୋଇଥିବା ବିରାଟକାୟ ପୁରୁଷଟି କିଏ ଥିଲା ?




26. କାହାକୁ ଦେଖି ପୁରୋହିତେ ଘାବରାଇ ଯାଇଥିଲେ ?





v

27. ନିମ୍ନୋକ୍ତ କେଉଁଟି ପ୍ରାବନ୍ଧିକଙ୍କ ଭ୍ରମଣ କାହାଣୀ ଅଟେ ?





28. ପ୍ରାବନ୍ଧିକ ବୃତ୍ତିରେ କ'ଣ ଥିଲେ ?





29. ଗଣତନ୍ତ୍ର ଶାସନ ବ୍ୟବସ୍ଥା କାହାର ଶାସନ ଅଟେ ?





30. ଏକ ଉତ୍ତମ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ କେଉଁ ଅଧିକାର ଏହି ପ୍ରକାର ଶାସନର ସ୍ଵାଭାବିକ ପରିଣତି ବୋଲି ବିବେଚନା କରାଯାଏ ?





31. ଆମ ଦେଶରେ ବ୍ୟକ୍ତିଗତ ଅଧିକାର କେଉଁପରି ସ୍ଵପ୍ନିଳ ଓ ଦୁଷ୍ପ୍ରାପ୍ୟ ବୋଲି କୁହାଯାଇଛି ?




32. ସରଗକୁ ନିଶୁଣି ନାହିଁ - ପଦ ପୂରଣ କଲେ କ'ଣ ହେବ ?





33. ବ୍ରାହ୍ମଣ ଛେଳିକୁ ନେଇ ଜଙ୍ଗଲ ବାଟ ଦେଇ ଗାଁକୁ କାହିଁକି ଯାଉଥିଲେ ?




34. ପୁରୋହିତ କାହାକୁ ନିନ୍ଦି ଗାଁ ଆଡ଼କୁ ଖଣ୍ଡ ଦଉଡ ଦେଲେ ?





35. ଗଣତନ୍ତ୍ରରେ ଛେଳିକୁ କୁକୁର କରିବାପାଇଁ ନେତାମାନେ କାହାର ଆଶ୍ରୟ ନେଇଥାନ୍ତି ?





36. କେଉଁ ଶକ୍ତି ବଳରେ ଗୁଡ଼ାଏ ଗୁଣହୀନ ନୀତିହୀନ ପ୍ରତିନିଧିମାନେ କ୍ଷମତା ପାଇଯାଉଛନ୍ତି ?





1 Comments

Previous Post Next Post