Tini Tundare
ତିନି ତୁଣ୍ଡରେ
Multiple Choice Question and Answer
1. ଗଣତନ୍ତ୍ର ଶାସନରେ ଲୋକେ ନିଜେ ନିଜକୁ କ'ଣ କରନ୍ତି ?
2. କେଉଁମାନେ ଦୁଇ ବିରାଡିଙ୍କ ପରି ଖାଲି ଓଠ ଚାଟି ମିଟିମିଟି କରି ଅନାଇ ରହୁଛନ୍ତି ?
3. ଗୁଣହୀନ ଓ ନୀତିହୀନ କେତେକ ପ୍ରତିନିଧି ନିଜ ହାତରେ କ'ଣ ପାଇଯାଉଛନ୍ତି ?
4. କାହାକୁ ଅଭିଶାପ ଦେଇ ପୁରୋହିତ ଗାଁ ଆଡ଼କୁ ଦୌଡିଲେ ?
5. କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ?
6. କେଉଁମାନଙ୍କଦ୍ଵାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ଓ ପ୍ରକୃତ ବିଶେଷତ୍ଵ ବୋଲି କୁହାଯାଇପାରେ ?
7. କେତେବର୍ଷ ନ ପୁରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇଁ ମହାରାଜ ପାଣୁଙ୍କୁ କହିଛନ୍ତି ?
8. ଚାରିହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ ?
9. କାହାକୁ ଦେଖି ପୁରୋହିତଙ୍କ ଛାତିରେ ପବନ ଅଟକିଗଲା ?
10. ଆଲୋଚ୍ୟ ପ୍ରବନ୍ଧ 'ତିନି ତୁଣ୍ଡରେ' ପ୍ରାବନ୍ଧିକ ଭୁବନେଶ୍ବର ବେହେରାଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
11. ଆମ ସମାଜରେ ସମଷ୍ଟିଗତ ପ୍ରଗତି କେଉଁପରି କପୋଳକଳ୍ପିତ ?
12. ଆମ ଦେଶରେ କେଉଁ ପ୍ରକାର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳିତ ?
13. କେଉଁ ଦେଶରେ ପ୍ରତିନିଧି ଚୟନ କ୍ଷେତ୍ରରେ ଗୁଣ ଅପେକ୍ଷା ପ୍ରୋପାଗାଣ୍ଡା ଅଧିକ କାମ କରେ ?
14. ପୁରୋହିତ ରାସ୍ତାରେ ଭେଟିଥିବା ଲୋକ କିଏ ?
15. ବ୍ରାହ୍ମଣ ଗୋସାଇଁଙ୍କୁ ଛେଳିଟିଏ କିଏ ଦାନ କରିଥିଲେ ?
16. ରାଜନୈତିକ ପଟ୍ଟପରିବର୍ତ୍ତନ କରୁଥିବା ଲୋକପ୍ରତିନିଧି କାର୍ଯ୍ୟକଳାପକୁ ପ୍ରାବନ୍ଧିକ କେଉଁ ଆଖ୍ୟା ଦେଇଛନ୍ତି ?
17. ଗଣତନ୍ତ୍ର ଶାସନର ସଫଳତା କାହା ଉପରେ ନିର୍ଭର କରେ ?
18. ଅଗାଅଗି ବନସ୍ତ - ରେଖାଙ୍କିତ ଶବ୍ଦର ଅର୍ଥ କ'ଣ ?
19. ପଠିତ ଗଦ୍ୟାଂଶରେ ଲେଖକ ମୁଖ୍ୟତଃ କେଉଁ ବିଷୟ ଉପସ୍ଥାପନା କରିଛନ୍ତି ?
20. ଭାରତରେ କ'ଣ ଲଙ୍କାରେ ହରିଶବ୍ଦ ପରି ବୋଲି କୁହାଯାଇଛି ?
21. ଭଲମନ୍ଦ ଚିହ୍ନିବାରେ ଯୋଗ୍ୟତା ଯେଉଁଠି ନାହିଁ, ସେଠାରେ ମୁଖ୍ୟତଃ କାହାର ବିଜୟ ହୁଏ ?
22. 'ପ୍ରୋପାଗଣ୍ଡାର' ପ୍ରଭାବ ଦର୍ଶାଇବା ପାଇଁ କେଉଁ ଗଳ୍ପର ଅବତାରଣା କରାଯାଇଛି ?
23. ନିମ୍ନୋକ୍ତ କେଉଁ ଶାସନଟି ଶ୍ରେଷ୍ଠ ?
24. ମେଣ୍ଢାଶାଳ ଭିତରେ ଗଧିଆ କେଉଁ ପୋଷାକରେ ରହେ ?
25. ଗୋସେଇଁଙ୍କ ଆଗରେ ହଠାତ ଆବିର୍ଭାବ ହୋଇଥିବା ବିରାଟକାୟ ପୁରୁଷଟି କିଏ ଥିଲା ?
26. କାହାକୁ ଦେଖି ପୁରୋହିତେ ଘାବରାଇ ଯାଇଥିଲେ ?
v
27. ନିମ୍ନୋକ୍ତ କେଉଁଟି ପ୍ରାବନ୍ଧିକଙ୍କ ଭ୍ରମଣ କାହାଣୀ ଅଟେ ?
28. ପ୍ରାବନ୍ଧିକ ବୃତ୍ତିରେ କ'ଣ ଥିଲେ ?
29. ଗଣତନ୍ତ୍ର ଶାସନ ବ୍ୟବସ୍ଥା କାହାର ଶାସନ ଅଟେ ?
30. ଏକ ଉତ୍ତମ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ କେଉଁ ଅଧିକାର ଏହି ପ୍ରକାର ଶାସନର ସ୍ଵାଭାବିକ ପରିଣତି ବୋଲି ବିବେଚନା କରାଯାଏ ?
31. ଆମ ଦେଶରେ ବ୍ୟକ୍ତିଗତ ଅଧିକାର କେଉଁପରି ସ୍ଵପ୍ନିଳ ଓ ଦୁଷ୍ପ୍ରାପ୍ୟ ବୋଲି କୁହାଯାଇଛି ?
32. ସରଗକୁ ନିଶୁଣି ନାହିଁ - ପଦ ପୂରଣ କଲେ କ'ଣ ହେବ ?
33. ବ୍ରାହ୍ମଣ ଛେଳିକୁ ନେଇ ଜଙ୍ଗଲ ବାଟ ଦେଇ ଗାଁକୁ କାହିଁକି ଯାଉଥିଲେ ?
34. ପୁରୋହିତ କାହାକୁ ନିନ୍ଦି ଗାଁ ଆଡ଼କୁ ଖଣ୍ଡ ଦଉଡ ଦେଲେ ?
35. ଗଣତନ୍ତ୍ରରେ ଛେଳିକୁ କୁକୁର କରିବାପାଇଁ ନେତାମାନେ କାହାର ଆଶ୍ରୟ ନେଇଥାନ୍ତି ?
36. କେଉଁ ଶକ୍ତି ବଳରେ ଗୁଡ଼ାଏ ଗୁଣହୀନ ନୀତିହୀନ ପ୍ରତିନିଧିମାନେ କ୍ଷମତା ପାଇଯାଉଛନ୍ତି ?
Tags:
mil-prose-mcq
36questions to 21 questions are right
ReplyDelete