Tapaswinira Patra
ତପସ୍ଵିନୀର ପତ୍ର
Multiple Choice Question and Answer
1. 'ଦାନ ବାରିଧି ବୋଲି ସୀତା କାହାକୁ ସମ୍ବୋଧନ କରିଛନ୍ତି ?
2. ତରୁଲତାଗଣ କ'ଣ ଶୁଣି ଅଥୟ ହୁଅନ୍ତି ?
3. କବି ଗଙ୍ଗାଧର ମେହେର କେଉଁ କବି ଭାବରେ ଓଡ଼ିଶାରେ ପରିଚିତ ?
4. ନିମ୍ନୋକ୍ତ କେଉଁ କାବ୍ୟ ସ୍ଵଭାବକବିଙ୍କ ରଚନା ନୁହେଁ ?
5. ଅଯୋଧ୍ୟାର ଜନମଣ୍ଡଳୀ ଭକ୍ତି ସହକାରେ କାହାକୁ ଦେଖନ୍ତି ବୋଲି କୁହାଯାଇଛି ?
6. ପ୍ରଭୁ ରାମଚନ୍ଦ୍ର କବିତାରେ କେଉଁ ଭାବରେ ବର୍ଣ୍ଣିତ ନୁହଁନ୍ତି ?
7. ଅତ୍ୟନ୍ତଅବୋଧ ବୋଲି ସୀତା କାହାକୁ କହିଛନ୍ତି ?
8. ସୀତାଙ୍କ ପୁତ୍ରମାନଙ୍କର କେଉଁ ଭାଗ୍ୟ ନାହିଁ ବୋଲି କୁହାଯାଇଛି ?
9. ଲବକୁଶ କାହା ସହିତ ଅଯୋଧ୍ୟା ଯାତ୍ରା କରୁଥିଲେ ?
10. ସୀତାଙ୍କର ଶିଶୁପୁତ୍ରଦ୍ୱୟଙ୍କ ମନ କ'ଣ ପାଇଁ ଆକର୍ଷିତ ହୋଇଥିଲା ?
11. ସୀତାଙ୍କଲିଖିତ ପତ୍ର କେଉଁଥିରେ ଧୌତ ହେଉଥିଲା ?
12. ଲବକୁଶ କେଉଁ ବାଦ୍ୟଯନ୍ତ୍ର ସହାୟତାରେ ରାମାୟଣ ଗାନ କରୁଥିଲେ ?
13. "କିଏ ନ କାନ୍ଦିବ ବହି ମାନବ ହୃଦୟ" - ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
14. ରାମଚନ୍ଦ୍ରଙ୍କ ମହାଯଜ୍ଞରେ ରାମଚନ୍ଦ୍ରଙ୍କ ବାମାଙ୍କେ କିଏ ବୀକ୍ଷିତ ହୋଇଥିଲେ ??
15. ଗତ ଦୁଖର କାହାଣୀ କିଏ ଶୁଣାଇବେ ବୋଲି କୁହାଯାଇଛି ?
16. ଦୁଃଖୀନର ପୁତ୍ରଦ୍ଵୟ ଜନ୍ମକାଳରୁ କ'ଣ ଜାଣନ୍ତି ନାହିଁ ?
17. ବୈଦେହୀର ପ୍ରଣୟକୁ କ'ଣ ମଣିବ ବୋଲି କୁହାଯାଇଛି ?
18. ନୟନର ଜଳେ କ'ଣ ଧୌତ ହେଉଥାଏ ?
19. କିଏ ମୁଗ୍ଧ ହେବ ବୋଲି ସୀତା କହିଛନ୍ତି ?
20. ନବବାମା କେଉଁଠି ଶୋଭିତ ହେଉଥିବେ ବୋଲି କୁହାଯାଇଛି ?
21. କିଏ ଜନନୀର ହୃଦୟ କନ୍ଦାଇ ଜାଣିଛନ୍ତି ?
22. ତପସ୍ଵିନୀ କିଏ ?
23. ତପସ୍ଵିନୀର ପତ୍ର କାହା ଉଦ୍ଧେଶ୍ୟରେ ଲିଖିତ ?
24. ଆଲୋଚ୍ୟ କବିତାଂଶଟି କବିଙ୍କ କେଉଁ କାବ୍ୟରୁ ସଂଗୃହୀତ ?
25. ନିମ୍ନୋକ୍ତ କେଉଁଟି ଗଙ୍ଗାଧର ମେହେରଙ୍କ ରଚନାର ବୈଶିଷ୍ଟ୍ୟ ?
26. କବିତାରେ ପ୍ରଭୁ ରାମଚନ୍ଦ୍ର କେଉଁ ଭାବରେ ବର୍ଣ୍ଣନା କରାଯାଇଛି ?
27. କବିତାରେ 'ଦୀନ ଭିଖାରୁଣୀ' ବୋଲି କାହାକୁ କୁହାଯାଇଛି ?
28. ମହାଯଜ୍ଞରେ ଅଯୋଧ୍ୟାପତି ରାମଚନ୍ଦ୍ର କ'ଣ ପ୍ରଦାନ କରୁଥିବେ ବୋଲି କୁହାଯାଉଛି ?
29. "ଚାହିଁ ନବ ପ୍ରଣୟିନୀ ପ୍ରଫୁଲ-ଲପନ" - ରେଖାଙ୍କିତ ପଦର ଅର୍ଥ କ'ଣ ?
30. କବିତାରେ କାହାକୁ ବୈଦେହୀ ସମ୍ବୋଧନ କରାଯାଉଛି ?
31. କବିତାରେ ଦେବୀସୀତା କାହାର ମୂର୍ତ୍ତିମନ୍ତ ପ୍ରତୀକ ରୂପେ ବର୍ଣ୍ଣିତ ?
32. ବୈଦେହୀଙ୍କ ପ୍ରଣୟକୁ ରାମଚନ୍ଦ୍ର କିପରି ମଣିବେ ବୋଲି କୁହାଯାଇଛି ?
Tags:
mil-poem-mcq
Nice
ReplyDelete