Tapaswinira Patra MCQ - Multiple Choice Question and Answer | ତପସ୍ଵିନୀର ପତ୍ର | MIL CHSE Odisha

 Tapaswinira Patra
ତପସ୍ଵିନୀର ପତ୍ର

Multiple Choice Question and Answer








1. 'ଦାନ ବାରିଧି ବୋଲି ସୀତା କାହାକୁ ସମ୍ବୋଧନ କରିଛନ୍ତି ?





2. ତରୁଲତାଗଣ କ'ଣ ଶୁଣି ଅଥୟ ହୁଅନ୍ତି ?





3. କବି ଗଙ୍ଗାଧର ମେହେର କେଉଁ କବି ଭାବରେ ଓଡ଼ିଶାରେ ପରିଚିତ ?





4. ନିମ୍ନୋକ୍ତ କେଉଁ କାବ୍ୟ ସ୍ଵଭାବକବିଙ୍କ ରଚନା ନୁହେଁ ?





5. ଅଯୋଧ୍ୟାର ଜନମଣ୍ଡଳୀ ଭକ୍ତି ସହକାରେ କାହାକୁ ଦେଖନ୍ତି ବୋଲି କୁହାଯାଇଛି ?





6. ପ୍ରଭୁ ରାମଚନ୍ଦ୍ର କବିତାରେ କେଉଁ ଭାବରେ ବର୍ଣ୍ଣିତ ନୁହଁନ୍ତି ?




7. ଅତ୍ୟନ୍ତଅବୋଧ ବୋଲି ସୀତା କାହାକୁ କହିଛନ୍ତି ?





8. ସୀତାଙ୍କ ପୁତ୍ରମାନଙ୍କର କେଉଁ ଭାଗ୍ୟ ନାହିଁ ବୋଲି କୁହାଯାଇଛି ?





9. ଲବକୁଶ କାହା ସହିତ ଅଯୋଧ୍ୟା ଯାତ୍ରା କରୁଥିଲେ ?





10. ସୀତାଙ୍କର ଶିଶୁପୁତ୍ରଦ୍ୱୟଙ୍କ ମନ କ'ଣ ପାଇଁ ଆକର୍ଷିତ ହୋଇଥିଲା ?





11. ସୀତାଙ୍କଲିଖିତ ପତ୍ର କେଉଁଥିରେ ଧୌତ ହେଉଥିଲା ?





12. ଲବକୁଶ କେଉଁ ବାଦ୍ୟଯନ୍ତ୍ର ସହାୟତାରେ ରାମାୟଣ ଗାନ କରୁଥିଲେ ?




13. "କିଏ ନ କାନ୍ଦିବ ବହି ମାନବ ହୃଦୟ" - ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?





14. ରାମଚନ୍ଦ୍ରଙ୍କ ମହାଯଜ୍ଞରେ ରାମଚନ୍ଦ୍ରଙ୍କ ବାମାଙ୍କେ କିଏ ବୀକ୍ଷିତ ହୋଇଥିଲେ ??





15. ଗତ ଦୁଖର କାହାଣୀ କିଏ ଶୁଣାଇବେ ବୋଲି କୁହାଯାଇଛି ?





16. ଦୁଃଖୀନର ପୁତ୍ରଦ୍ଵୟ ଜନ୍ମକାଳରୁ କ'ଣ ଜାଣନ୍ତି ନାହିଁ ?





17. ବୈଦେହୀର ପ୍ରଣୟକୁ କ'ଣ ମଣିବ ବୋଲି କୁହାଯାଇଛି ?





18. ନୟନର ଜଳେ କ'ଣ ଧୌତ ହେଉଥାଏ ?





19. କିଏ ମୁଗ୍ଧ ହେବ ବୋଲି ସୀତା କହିଛନ୍ତି ?





20. ନବବାମା କେଉଁଠି ଶୋଭିତ ହେଉଥିବେ ବୋଲି କୁହାଯାଇଛି ?





21. କିଏ ଜନନୀର ହୃଦୟ କନ୍ଦାଇ ଜାଣିଛନ୍ତି ?





22. ତପସ୍ଵିନୀ କିଏ ?



23. ତପସ୍ଵିନୀର ପତ୍ର କାହା ଉଦ୍ଧେଶ୍ୟରେ ଲିଖିତ ?





24. ଆଲୋଚ୍ୟ କବିତାଂଶଟି କବିଙ୍କ କେଉଁ କାବ୍ୟରୁ ସଂଗୃହୀତ ?





25. ନିମ୍ନୋକ୍ତ କେଉଁଟି ଗଙ୍ଗାଧର ମେହେରଙ୍କ ରଚନାର ବୈଶିଷ୍ଟ୍ୟ ?




26. କବିତାରେ ପ୍ରଭୁ ରାମଚନ୍ଦ୍ର କେଉଁ ଭାବରେ ବର୍ଣ୍ଣନା କରାଯାଇଛି ?





27. କବିତାରେ 'ଦୀନ ଭିଖାରୁଣୀ' ବୋଲି କାହାକୁ କୁହାଯାଇଛି ?





28. ମହାଯଜ୍ଞରେ ଅଯୋଧ୍ୟାପତି ରାମଚନ୍ଦ୍ର କ'ଣ ପ୍ରଦାନ କରୁଥିବେ ବୋଲି କୁହାଯାଉଛି ?





29. "ଚାହିଁ ନବ ପ୍ରଣୟିନୀ ପ୍ରଫୁଲ-ଲପନ" - ରେଖାଙ୍କିତ ପଦର ଅର୍ଥ କ'ଣ ?





30. କବିତାରେ କାହାକୁ ବୈଦେହୀ ସମ୍ବୋଧନ କରାଯାଉଛି ?





31. କବିତାରେ ଦେବୀସୀତା କାହାର ମୂର୍ତ୍ତିମନ୍ତ ପ୍ରତୀକ ରୂପେ ବର୍ଣ୍ଣିତ ?




32. ବୈଦେହୀଙ୍କ ପ୍ରଣୟକୁ ରାମଚନ୍ଦ୍ର କିପରି ମଣିବେ ବୋଲି କୁହାଯାଇଛି ?





'

1 Comments

Previous Post Next Post