Swadhina Deshare Shikhya Chinta MCQ- Multiple Choice Question and Answer | ସ୍ଵାଧୀନ ଦେଶରେ ଶିକ୍ଷା ଚିନ୍ତା | MIL CHSE Odisha

 ସ୍ଵାଧୀନ ଦେଶରେ ଶିକ୍ଷା ଚିନ୍ତା
Swadhina Deshare Shikhya Chinta

Multiple Choice Question and Answer




1. ବିଶେଷଜ୍ଞମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ ?





2. ନିମ୍ନୋକ୍ତ କେଉଁଟି ପ୍ରାବନ୍ଧିକ ଗୋଲୋକବିହାରୀ ଧଳଙ୍କଦ୍ଵାରା ଅନୂଦିତ ପୁସ୍ତକ ନୁହେଁ ?





3. ପ୍ରାବନ୍ଧିକ ଶ୍ରୀଯୁକ୍ତ ଧଳ କେଉଁ ଭାବରେ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ ?





4. ଆଲୋଚ୍ଯ ପ୍ରବନ୍ଧ "ସ୍ଵାଧୀନ ଦେଶରେ ଶିକ୍ଷା ଚିନ୍ତା" ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ସଂଗୃହୀତ?





5. ସରକାରଙ୍କ ଯୋଜନାକୁ ସାଧାରଣ ଲୋକେ ଜାଣୁନାହାନ୍ତି କାହିଁକି ?





6. ଆମ ଦେଶରେ ଶାସନ ବ୍ୟବସ୍ଥାରେ କେଉଁମାନଙ୍କର ବିଶେଷ ମୂଲ୍ୟ ନଥାଏ ?




7. "ଇଲଷ୍ଟ୍ରେଟେଡ଼ ଉଇକ୍ଲି" କହିଲେ କାହାକୁ ବୁଝାଇଥାଏ ?





8. ଆଜିକାଲି ପାଠ ସଙ୍ଗେ କାହାର ସମ୍ପର୍କ ନାହିଁ ବୋଲି କୁହାଯାଇଛି ?





9. ପ୍ରାବନ୍ଧିକ ବିଭିନ୍ନ ଘଟଣାର ଅବତାରଣା କରି କାହାର ଅଧୋଗତି ସମ୍ପର୍କରେ କହିଛନ୍ତି ?





10. ମୂଲ୍ୟାୟନ କାଳରେ ବିଦ୍ୟାର୍ଥୀଙ୍କ କ'ଣ ନିର୍ଦ୍ଧାରଣ କରିବା କଷ୍ଟକର ହୋଇପଡ଼ିଛି ?





11. ଶିକ୍ଷାକୁ କେଉଁ ସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହେବ ବୋଲି ପ୍ରାବନ୍ଧିକ ଆଶା ପୋଷଣ କରିଛନ୍ତି ?





12. ପୂର୍ବରୁ ପାଠ ପଢିବାର ସୁବିଧା ନଥିଲେ ମଧ୍ୟ ପାଠର ମାନଦଣ୍ଡ କିପରି ଥିଲା ?




13. ଭାରତ ସରକାର ଶିକ୍ଷା କମିଶନ ବସାଇ କ'ଣ ନରୀକ୍ଷଣ କରୁଛନ୍ତି ?





14. କେଉଁ ଲୋକଙ୍କମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ଵାଧୀନତା ରହିପାରିବ ନାହିଁ ?





15. ଭାରତରେ କେଉଁମାନଙ୍କର ବିଶେଷ ମୂଲ୍ୟ ନାହିଁ ?





16. ପଡ଼ିଆ ଭୂଇଁରେ ଫସଲ ବୁଣିଲେ କ'ଣ ହୁଏ ?





17. ଏବେ ମାଟ୍ରିକ ପାଠ କେଉଁଟିକି ନୁହେଁ ବୋଲି ପ୍ରାବନ୍ଧିକ କହିଛନ୍ତି ?





18. ବମ୍ବେରୁ ବାହାରୁଥିବା କାଗଜଟିର ନାମ କ'ଣ ?





19. ନୋଟ ବହି ପଢିବା ଲୋକ କେଉଁ ପୁସ୍ତକ ଲେଖିପାରିବ ନାହିଁ ?





20. ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାରେ କେଉଁ ବିଷୟ ସବାତଳେ ଆଲୋଚିତ ହେବାକୁ ରଖାଯାଇଥିଲା ?





21. 'ଶିକ୍ଷା'କୁ ଜିଲ୍ଲା ପରିଷଦ ସଭାର କେଉଁ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲେ ?





22. ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ ?



23. କେଉଁମାନେ ପାଠପଢି ସାରିଲାପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାନ୍ତି ?





24. ବମ୍ବେରୁ ପ୍ରକାଶିତ 'ସଣ୍ଡେ ଷ୍ଟାଣ୍ଡାର୍ଡ'ର କେଉଁ ଶିରୋନାମାରେ ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି ବୋଲି ମତପ୍ରକାଶ ପାଇଥିଲା ?





25. ଭାରତରେ ବିଶେଷଜ୍ଞମାନଙ୍କର ବ୍ୟକ୍ତିଗତ ଉତ୍ସାହ ଓ ସ୍ପୃହା ନିଷ୍କ୍ରିୟ ହେବାର କାରଣ କ'ଣ ?




26. 'କଳିଙ୍ଗ' ସମ୍ବାଦପତ୍ରରେ 'ସତ୍ୟ ହୋଇଥିଲେ ସାଂଘାତିକ' ଶୀର୍ଷକ ଲେଖାରେ କେଉଁ ବିଷୟରେ ପ୍ରକାଶିତ ହୋଇଥିଲା ?





27. ଭାରତଭଳି ପ୍ରଗତିଶୀଳ ରାଷ୍ଟ୍ରରେ କେଉଁ ପୁସ୍ତକପଢି ଛାତ୍ରଛାତ୍ରୀମାନେ ବିଲାତ, ଆମେରିକା, ରୁଷ ସହ ସମକକ୍ଷ ହୋଇ ପାରିବେ ନାହିଁ ?





28. ବର୍ଷସାରା ପରୀକ୍ଷାଫଳ ଆସ୍ତେ ଆସ୍ତେ ବାହାରିବାକୁ ପ୍ରାବନ୍ଧିକ କାହା ସହ ତୁଳନା କରିଛନ୍ତି ?





29. ଏବେ ମାଟ୍ରିକପାଠ ଖଡିକି ନୁହେଁ କି ______ କି ନୁହେଁ । (ଶୂନ୍ୟସ୍ଥାନ ପୂରଣ କର ।)





1 Comments

Previous Post Next Post