ସ୍ଵାଧୀନ ଦେଶରେ ଶିକ୍ଷା ଚିନ୍ତା
Swadhina Deshare Shikhya Chinta
Multiple Choice Question and Answer
1. ବିଶେଷଜ୍ଞମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ ?
2. ନିମ୍ନୋକ୍ତ କେଉଁଟି ପ୍ରାବନ୍ଧିକ ଗୋଲୋକବିହାରୀ ଧଳଙ୍କଦ୍ଵାରା ଅନୂଦିତ ପୁସ୍ତକ ନୁହେଁ ?
3. ପ୍ରାବନ୍ଧିକ ଶ୍ରୀଯୁକ୍ତ ଧଳ କେଉଁ ଭାବରେ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ ?
4. ଆଲୋଚ୍ଯ ପ୍ରବନ୍ଧ "ସ୍ଵାଧୀନ ଦେଶରେ ଶିକ୍ଷା ଚିନ୍ତା" ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ସଂଗୃହୀତ?
5. ସରକାରଙ୍କ ଯୋଜନାକୁ ସାଧାରଣ ଲୋକେ ଜାଣୁନାହାନ୍ତି କାହିଁକି ?
6. ଆମ ଦେଶରେ ଶାସନ ବ୍ୟବସ୍ଥାରେ କେଉଁମାନଙ୍କର ବିଶେଷ ମୂଲ୍ୟ ନଥାଏ ?
7. "ଇଲଷ୍ଟ୍ରେଟେଡ଼ ଉଇକ୍ଲି" କହିଲେ କାହାକୁ ବୁଝାଇଥାଏ ?
8. ଆଜିକାଲି ପାଠ ସଙ୍ଗେ କାହାର ସମ୍ପର୍କ ନାହିଁ ବୋଲି କୁହାଯାଇଛି ?
9. ପ୍ରାବନ୍ଧିକ ବିଭିନ୍ନ ଘଟଣାର ଅବତାରଣା କରି କାହାର ଅଧୋଗତି ସମ୍ପର୍କରେ କହିଛନ୍ତି ?
10. ମୂଲ୍ୟାୟନ କାଳରେ ବିଦ୍ୟାର୍ଥୀଙ୍କ କ'ଣ ନିର୍ଦ୍ଧାରଣ କରିବା କଷ୍ଟକର ହୋଇପଡ଼ିଛି ?
11. ଶିକ୍ଷାକୁ କେଉଁ ସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହେବ ବୋଲି ପ୍ରାବନ୍ଧିକ ଆଶା ପୋଷଣ କରିଛନ୍ତି ?
12. ପୂର୍ବରୁ ପାଠ ପଢିବାର ସୁବିଧା ନଥିଲେ ମଧ୍ୟ ପାଠର ମାନଦଣ୍ଡ କିପରି ଥିଲା ?
13. ଭାରତ ସରକାର ଶିକ୍ଷା କମିଶନ ବସାଇ କ'ଣ ନରୀକ୍ଷଣ କରୁଛନ୍ତି ?
14. କେଉଁ ଲୋକଙ୍କମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ଵାଧୀନତା ରହିପାରିବ ନାହିଁ ?
15. ଭାରତରେ କେଉଁମାନଙ୍କର ବିଶେଷ ମୂଲ୍ୟ ନାହିଁ ?
16. ପଡ଼ିଆ ଭୂଇଁରେ ଫସଲ ବୁଣିଲେ କ'ଣ ହୁଏ ?
17. ଏବେ ମାଟ୍ରିକ ପାଠ କେଉଁଟିକି ନୁହେଁ ବୋଲି ପ୍ରାବନ୍ଧିକ କହିଛନ୍ତି ?
18. ବମ୍ବେରୁ ବାହାରୁଥିବା କାଗଜଟିର ନାମ କ'ଣ ?
19. ନୋଟ ବହି ପଢିବା ଲୋକ କେଉଁ ପୁସ୍ତକ ଲେଖିପାରିବ ନାହିଁ ?
20. ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାରେ କେଉଁ ବିଷୟ ସବାତଳେ ଆଲୋଚିତ ହେବାକୁ ରଖାଯାଇଥିଲା ?
21. 'ଶିକ୍ଷା'କୁ ଜିଲ୍ଲା ପରିଷଦ ସଭାର କେଉଁ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲେ ?
22. ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ ?
23. କେଉଁମାନେ ପାଠପଢି ସାରିଲାପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାନ୍ତି ?
24. ବମ୍ବେରୁ ପ୍ରକାଶିତ 'ସଣ୍ଡେ ଷ୍ଟାଣ୍ଡାର୍ଡ'ର କେଉଁ ଶିରୋନାମାରେ ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି ବୋଲି ମତପ୍ରକାଶ ପାଇଥିଲା ?
25. ଭାରତରେ ବିଶେଷଜ୍ଞମାନଙ୍କର ବ୍ୟକ୍ତିଗତ ଉତ୍ସାହ ଓ ସ୍ପୃହା ନିଷ୍କ୍ରିୟ ହେବାର କାରଣ କ'ଣ ?
26. 'କଳିଙ୍ଗ' ସମ୍ବାଦପତ୍ରରେ 'ସତ୍ୟ ହୋଇଥିଲେ ସାଂଘାତିକ' ଶୀର୍ଷକ ଲେଖାରେ କେଉଁ ବିଷୟରେ ପ୍ରକାଶିତ ହୋଇଥିଲା ?
27. ଭାରତଭଳି ପ୍ରଗତିଶୀଳ ରାଷ୍ଟ୍ରରେ କେଉଁ ପୁସ୍ତକପଢି ଛାତ୍ରଛାତ୍ରୀମାନେ ବିଲାତ, ଆମେରିକା, ରୁଷ ସହ ସମକକ୍ଷ ହୋଇ ପାରିବେ ନାହିଁ ?
28. ବର୍ଷସାରା ପରୀକ୍ଷାଫଳ ଆସ୍ତେ ଆସ୍ତେ ବାହାରିବାକୁ ପ୍ରାବନ୍ଧିକ କାହା ସହ ତୁଳନା କରିଛନ୍ତି ?
29. ଏବେ ମାଟ୍ରିକପାଠ ଖଡିକି ନୁହେଁ କି ______ କି ନୁହେଁ । (ଶୂନ୍ୟସ୍ଥାନ ପୂରଣ କର ।)
Tags:
mil-prose-mcq
Long question please
ReplyDelete