Sabhya Jamidaar MCQ- Multiple Choice Question And Answer | ସଭ୍ୟ ଜମିଦାର

 ସଭ୍ୟ ଜମିଦାର
Sabhya Jamidaar

 Multiple Choice Question And Answer




1. ବଳରାମଙ୍କୁ ଉତ୍କଳର ସମସ୍ତ ବେପାରୀଙ୍କର କ'ଣ ବୋଲି କୁହାଯାଇଛି ?





2. ଗୋପାଳ ଚନ୍ଦ୍ର ମହାପାତ୍ର ନିଜ ତିଆରି ମନ୍ଦିରରେ କେଉଁ ଯୁଗଳ ମୂର୍ତ୍ତି ପ୍ରତିଷ୍ଠା କରାଇଥିଲେ ?





3. ଉତ୍କଳରେ କଲିକତି ଧୂଆଁପତ୍ରର ନାମ କ'ଣ ?





4. କାହାକୁ ନ ଧରି ଲୋକେ ଧୂଆଁପତ୍ରକିଣିବାକୁ ଭରସନ୍ତି ନାହିଁ ?





5. କପାଳିଆ ଲୋକକୁ କ'ଣ ମିଳିଥାଏ ?





6. ମା' ସାଆନ୍ତାଣୀ କ'ଣ ଶୁଣି ଚମକି ପଡି ଠିଆ ହୋଇଗଲେ ?




7. ଗୋପାଳର ନାଁ 'ବାବୁ ଗୋପାଳଚନ୍ଦ୍ର ମହାପାତ୍ର' ବୋଲି କିଏ ଲେଖିଥାଏ ?





8. ଫକୀରମୋହନ ସେନାପତି ଓଡ଼ିଆ ସାହିତ୍ୟରେ କେଉଁ ଭାବରେ ପରିଚିତ ?





9. ନିମ୍ନୋକ୍ତ କେଉଁଟି ଫକୀରମୋହନଙ୍କ ରଚନା ନୁହେଁ ?





10. କିଏ ଫକୀରମୋହନଙ୍କୁ 'ସରସ୍ଵତୀ' ସମ୍ମାନରେ ଭୂଷିତ କରିଥିଲେ ?





11. ବେପାରରେ ଲାଭ କେଉଁ ଜାଗାରେ ବୋଲି ଗୋପାଳ ମହାଜନ ଦଳଙ୍କୁ କହିଛନ୍ତି ?





12. ଦଳେ, ତୁନିହୋଇ ଗଦିରେ କ'ଣ କରିଥାନ୍ତି ବୋଲି କୁହାଯାଇଛି ?




13. ମହାପାତ୍ରଙ୍କ ଠାରୁ ଅବଧାନେ କେତେ ଟଙ୍କା ପୁରସ୍କାର ପାଇଥିଲେ ?





14. ଗଦିର ସରକାର କେଉଁଠାରେ ରାଜୀବ ବାବୁଙ୍କ ନାମ ଲେଖାଇ ଦେଇ ଆସିଥିଲେ ?





15. ବାବୁ ରାଜୀବଲୋଚନଙ୍କ ଦ୍ଵାରା କଲିକତାରେ ସ୍ଥାପିତ ଦୁଇଟି ସମିତିର ନାମ କ'ଣ ?





16. ପିତାଙ୍କ ମୃତ୍ୟୁପରେ କେଉଁକଥା କୁସଂସ୍କାର ବୋଲି ରାଜୀବଲୋଚନ କହିଛନ୍ତି ?





17. ନୂଆ ଜମିଦାର ରାଜୀବଲୋଚନଙ୍କ ପାଞ୍ଜିଆ କିଏ ଥିଲେ ?





18. ନୂଆ ଜମିଦାର ରାଜୀବଲୋଚନଙ୍କୁ ପାଇ କିଏ ଭାରି ଖୁସି ?





19. କେଉଁ ସଂସ୍ଥାରୁ ଯେପରି ବ୍ୟବସ୍ଥା ଆସିବ ସେପରି ବିଭାହେବ ବୋଲି କୁହାଯାଇଛି ?





20. ଗାଁରେ ଗଠିତ ଯୋଡ଼ିଏ ସଭାର ସଂପାଦକ କିଏ ଥିଲେ ?





21. ନୟନତାରାଙ୍କ ଅଳଙ୍କାରଗୁଡ଼ିକ କିପରି ଥିଲା ?





22. ବାବୁର୍ଚ୍ଚିଖାନାରେ ଗୋରୁଗୃହ ଢଳାଯିବାର ପ୍ରତିକାର ସ୍ୱରୂପ ଚାରିବୋତଲ କ'ଣ ଢଳାଗଲା ?



23. ଜମିଦାରବାବୁ ପାଞ୍ଚ ଛଅବର୍ଷ ପରେ କେଉଁ କାର୍ଯ୍ୟ କରୁଥିବାର ଶୁଣାଯାଇଥିଲା ?





24. ଆଲୋଚ୍ୟ ଗଳ୍ପରେ ଗାଳ୍ପିକ ରାଜୀବଲୋଚନ ଚରିତ୍ର ମାଧ୍ୟମରେ କାହାକୁ ବ୍ୟଙ୍ଗ କରିଛନ୍ତି ?





25. ରାଜୀବଲୋଚନ ଓ ନୟନତାରା କାହାର ପ୍ରତିନିଧିତ୍ଵ କରୁଛନ୍ତି ?




26. କପାଳିଆ ଲୋକଙ୍କୁ କିଏ ଆଲିଙ୍ଗନ କରନ୍ତି ?





27. 'ଦୋକ୍ତା' କାରବାର ସହିତ କ'ଣ ସମକକ୍ଷ ?





28. କେଉଁ ଜାଗାରେ ବେପାରର ଭଲ ଲାଭ ହୁଏ ବୋଲି ମହାପାତ୍ରେ ମହାଜନଙ୍କୁ ଜଣାଇଲେ ?





29. କଲିକତାରୁ ମାଲ ଆସି କେଉଁ ବନ୍ଦରରୁ ଘାଟ ଭିଡ଼େ ?





30. କଲିକତା ଆମଦାନୀ ମାଲ ମଧ୍ୟରେ କିଏ ପ୍ରଧାନ ?





31. ବାବୁ କେଉଁ ହୁକାରେ ଗୁଡ଼ାଖୁ ପିଇଲେ ?




32. ଫକୀରମୋହନକେଉଁ ଆନ୍ଦୋଳନର ମହାରଥୀ ରୂପେ ଅବତୀର୍ଣ୍ଣ ହୋଇଥିଲେ ?





33. ମହାଜନ ବଡିଭୋରରୁ କେଉଁଠାକୁ ସ୍ନାନ କରିବାକୁ ଯାଆନ୍ତି ?




34. କଲିକତରେ କେତେବେଳେ ତୋପ ପଡେ ?





35. ଲକ୍ଷ୍ମୀ କାହାକୁ ଆଲିଙ୍ଗନ କରନ୍ତି ?





36. ଗଦିରେ କାହାକୁ ସମସ୍ତେ 'ସାନବାବୁ' ବୋଲି ଡାକନ୍ତି ?





37. 'ମୁଁ କିଲାସ ଢେର ଉଠିଗଲିଣି, ସେଥିପାଇଁ ଏତେ ଖରଚ'- ଏହା କାହାର ଉକ୍ତି ?





38. ହରିବୋଲବାବୁ ଚାକିରି କାଳରେ କେଉଁ ପଦବୀରେ ଥିଲେ ?





39. 'ଲୁଗାଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ, ଅଧ ଳଙ୍ଗଳା ହୋଇଥାନ୍ତି, ମୁହଁ ଢାଙ୍କି ମୂଷାପରି ଗାତରେ ଲୁଚିଥାନ୍ତି' - ବାବୁ ରାଜୀବଙ୍କର ଏହି ଉକ୍ତି କାହା ପ୍ରତି ଅଭିପ୍ରେତ ?




40. 'କାଚ କୁମ୍ପାଗୁଡ଼ିକ ଓଳି ତଳେ ଗଣ୍ଡାଗଣ୍ଡା ଗଡୁଛି'- ଏଥିରେ ଜମିଦାରଙ୍କ କେଉଁ ପ୍ରକୃତିକୁ ଉତଥାପନ କରାଯାଇଛି ?





41. ବୋହୁ ଗୋଡ଼ର ଲେଡ଼ି ଜୋତା ଏଡ଼ିର ଠକ ଠକ ଶବ୍ଦ ଶୁଣି କିଏ ଚମକି ପଡ଼ିଲେ ?





42. ସାଆନ୍ତାଣୀ ଓ ରାଧୀ କେଉଁଠି ଯାଇ ମଠରେ ରହିଲେ ?





43. ରାଜୀବଲୋଚନ ବିବାହ କରିଥିବା କନ୍ୟାର ନାମ କ'ଣ ?





44. ବୋହୁ ସାଆନ୍ତାଣୀଙ୍କୁ କେଉଁ ନାମରେ ଡାକିବାକୁ ଜମିଦାରବାବୁ ଚାହୁଁଥିଲେ ?





45. ମୂର୍ଖ ଚାକର ଓ ପୋଇଲିଜୀମାନେ ବୋହୁ ସାଆନ୍ତାଣୀଙ୍କୁ କ'ଣ ଡାକନ୍ତି ?





46. ବବୁର୍ଚ୍ଚି ଖାନାରେ କିଏ ଗୋବରପାଣିରେ ଚୁଲି ଲିପୁଥିଲା ?





47. 'ଏକାବେଳକେ ଶିଶିଏ ଲେଭେଣ୍ଡର ଦେହଯାକ ଢାଳି ହେବାରୁ ଟିକିଏ ସାଷ୍ଟମ ହେଲେ'- ଏହା କାହା ବିଷୟରେ କୁହାଯାଇଛି ?





Post a Comment

Previous Post Next Post