Bartta MCQ - Multiple Choice Question and Answer | ବାର୍ତ୍ତା

 Bartta
ବାର୍ତ୍ତା

 Multiple Choice Question and Answer






1. କାହାର ସାଧନା ଜୟ ଲାଭ କରୁ ବୋଲି କବି କହିଛନ୍ତି ?





2. କ'ଣ ମାଗିବାକୁ ବେଳ ହେଲା ବୋଲି କବି କହିଛନ୍ତି ?





3. ଦୀପ୍ତ କଣ୍ଠରେ କ'ଣ ପଚାରିବା ପାଇଁ ସମୟ ଆସିଛି ?





4. ଯୁଗ ଯୁଗ ଧରି ମାନବ ଆତ୍ମାକୁ କିଏ ପୀଡା ଦେଇଛି ?





5. ଶତାବ୍ଦୀର ସିଂହଦ୍ଵାରର ଭବିଷ୍ୟତର ବାର୍ତ୍ତା କିଏ ଆଣିଛି ?





6. କବି ମାନବ ଶିଶୁକୁ କିପରି ଜାଗ୍ରତ ହେବାକୁ ପରାମର୍ଶ ଦେଇଛନ୍ତି ?




7. କବି ସଚ୍ଚି ରାଉତରାୟଙ୍କ ଆତ୍ମଜୀବନୀର ନାମ କ'ଣ ?





8. କେଉଁ ବିଷୟରେ କୈଫିୟତ ମାଗିବାର ବେଳ ଉପସ୍ଥିତ ହୋଇଛି ?





9. ଏତେ ଦିନଧରି ମାନବପୁତ୍ର କେଉଁଥିରେ ଆବଦ୍ଧ ଥିଲା ?





10. ରୁଦ୍ର ଭୈରବ ବୋଲି କାହାକୁ କୁହାଯାଇଛି ?





11. ଦାସତ୍ଵ ଓ ପୀଡନରେ ଜର୍ଜରିତ ମଣିଷମାନଙ୍କୁ କବି ଏଥିରେ କେଉଁ ସ୍ଵପ୍ନ ଦେଖାଇଛନ୍ତି ?





12. କବି କାହାକୁ ମହାଧର୍ମ ଆଖ୍ୟା ଦେଇଛନ୍ତି ?




13. କେଉଁପରି ଦଗ୍ଧ ଓ ଭସ୍ମ ହେବାକୁ କବି ମନ୍ୟୁଷ ପୁତ୍ରଙ୍କୁ କହିଛନ୍ତି ?





14. ଅତ୍ୟାଚାରୀମାନଙ୍କଠାରୁ ମୁକ୍ତି ପାଇଁ ବ୍ୟକ୍ତିଙ୍କୁ କ'ଣ କରିବାକୁ ପଡ଼ିବ ?





15. ପୀଡନର ଜୟ ହେଉ କହିବା ପଛରେ କବିଙ୍କର କେଉଁ ଉଦ୍ଧେଶ୍ୟ ନିହିତ ?





16. 'ବାର୍ତ୍ତା' କବିତାରେ କବିଙ୍କର କେଉଁ ଆଭିମୁଖ୍ୟ ପ୍ରକାଶିତ ହୋଇଛି





17. କେଉଁଠାରୁ ଦୂତ ଆସିଅଛି ?





18. କାହାର ସିଂହଦ୍ଵାରରୁ ଦୂତ ଆସିଛି ବୋଲି କୁହାଯାଇଛି ?





19. କାହାର ପ୍ରତିଶୋଧ ନେବାପାଇଁ ଆହ୍ଵାନ ଦିଆଯାଇଛି ?





20. କବି କାହାର ଉଚ୍ଛେଦ ଓ ନିର୍ମୂଳ କରିବାକୁ କହିଛନ୍ତି ?





21. କାହା ମଧ୍ୟରୁ ଦୀକ୍ଷା ଗ୍ରହଣ କରିବାପାଇଁ କବି ଆହ୍ଵାନ ଦେଇଛନ୍ତି ?





22. କିଭଳି ନିଷ୍ପେଷିତ ହେବାକୁ କବି କହିଛନ୍ତି ?



23. କବି ମନୁଷ୍ୟ ପୁତ୍ରକୁ କିପରି ପ୍ରତିଶୋଧ ନିଅ ବୋଲି କହିଛନ୍ତି ?





24. ନିମ୍ନୋକ୍ତ କେଉଁଟି ସଚ୍ଚି ରାଉତରାୟଙ୍କ କବିତା ସଂକଳନ ନୁହେଁ ?





25. ସାରସ୍ଵତ ସାଧନା ପାଇଁ କବି କେଉଁ ବିଶିଷ୍ଟ ପୁରସ୍କାର ଲାଭ କରିଛନ୍ତି ?




26. ଆଲୋଚ୍ୟ କବିତା "ବାର୍ତ୍ତା" କବିଙ୍କର କେଉଁ ପୁସ୍ତକରୁ ସଂଗୃହୀତ ?





27. କାହାର ବାର୍ତ୍ତା ଧରି ଦୂତ ଶତାବ୍ଦୀର ସିଂହଦ୍ଵାରରୁ ଆସିଛି ?





28. ହୀନ ଦାସତ୍ଵ ବିରୁଦ୍ଧରେ ଦୃଢ ଓ ରୂଢ ହୋଇ କ'ଣ କରିବାକୁ କବି କହିଛନ୍ତି ?





29. ଭସ୍ମ ମଧ୍ୟରୁ କେଉଁ ଦୀକ୍ଷା ଲାଭ କରିବାକୁ କବି ଉପଦେଶ ଦେଇଛନ୍ତି ?





1 Comments

Previous Post Next Post