Bartta
ବାର୍ତ୍ତା
Multiple Choice Question and Answer
1. କାହାର ସାଧନା ଜୟ ଲାଭ କରୁ ବୋଲି କବି କହିଛନ୍ତି ?
2. କ'ଣ ମାଗିବାକୁ ବେଳ ହେଲା ବୋଲି କବି କହିଛନ୍ତି ?
3. ଦୀପ୍ତ କଣ୍ଠରେ କ'ଣ ପଚାରିବା ପାଇଁ ସମୟ ଆସିଛି ?
4. ଯୁଗ ଯୁଗ ଧରି ମାନବ ଆତ୍ମାକୁ କିଏ ପୀଡା ଦେଇଛି ?
5. ଶତାବ୍ଦୀର ସିଂହଦ୍ଵାରର ଭବିଷ୍ୟତର ବାର୍ତ୍ତା କିଏ ଆଣିଛି ?
6. କବି ମାନବ ଶିଶୁକୁ କିପରି ଜାଗ୍ରତ ହେବାକୁ ପରାମର୍ଶ ଦେଇଛନ୍ତି ?
7. କବି ସଚ୍ଚି ରାଉତରାୟଙ୍କ ଆତ୍ମଜୀବନୀର ନାମ କ'ଣ ?
8. କେଉଁ ବିଷୟରେ କୈଫିୟତ ମାଗିବାର ବେଳ ଉପସ୍ଥିତ ହୋଇଛି ?
9. ଏତେ ଦିନଧରି ମାନବପୁତ୍ର କେଉଁଥିରେ ଆବଦ୍ଧ ଥିଲା ?
10. ରୁଦ୍ର ଭୈରବ ବୋଲି କାହାକୁ କୁହାଯାଇଛି ?
11. ଦାସତ୍ଵ ଓ ପୀଡନରେ ଜର୍ଜରିତ ମଣିଷମାନଙ୍କୁ କବି ଏଥିରେ କେଉଁ ସ୍ଵପ୍ନ ଦେଖାଇଛନ୍ତି ?
12. କବି କାହାକୁ ମହାଧର୍ମ ଆଖ୍ୟା ଦେଇଛନ୍ତି ?
13. କେଉଁପରି ଦଗ୍ଧ ଓ ଭସ୍ମ ହେବାକୁ କବି ମନ୍ୟୁଷ ପୁତ୍ରଙ୍କୁ କହିଛନ୍ତି ?
14. ଅତ୍ୟାଚାରୀମାନଙ୍କଠାରୁ ମୁକ୍ତି ପାଇଁ ବ୍ୟକ୍ତିଙ୍କୁ କ'ଣ କରିବାକୁ ପଡ଼ିବ ?
15. ପୀଡନର ଜୟ ହେଉ କହିବା ପଛରେ କବିଙ୍କର କେଉଁ ଉଦ୍ଧେଶ୍ୟ ନିହିତ ?
16. 'ବାର୍ତ୍ତା' କବିତାରେ କବିଙ୍କର କେଉଁ ଆଭିମୁଖ୍ୟ ପ୍ରକାଶିତ ହୋଇଛି
17. କେଉଁଠାରୁ ଦୂତ ଆସିଅଛି ?
18. କାହାର ସିଂହଦ୍ଵାରରୁ ଦୂତ ଆସିଛି ବୋଲି କୁହାଯାଇଛି ?
19. କାହାର ପ୍ରତିଶୋଧ ନେବାପାଇଁ ଆହ୍ଵାନ ଦିଆଯାଇଛି ?
20. କବି କାହାର ଉଚ୍ଛେଦ ଓ ନିର୍ମୂଳ କରିବାକୁ କହିଛନ୍ତି ?
21. କାହା ମଧ୍ୟରୁ ଦୀକ୍ଷା ଗ୍ରହଣ କରିବାପାଇଁ କବି ଆହ୍ଵାନ ଦେଇଛନ୍ତି ?
22. କିଭଳି ନିଷ୍ପେଷିତ ହେବାକୁ କବି କହିଛନ୍ତି ?
23. କବି ମନୁଷ୍ୟ ପୁତ୍ରକୁ କିପରି ପ୍ରତିଶୋଧ ନିଅ ବୋଲି କହିଛନ୍ତି ?
24. ନିମ୍ନୋକ୍ତ କେଉଁଟି ସଚ୍ଚି ରାଉତରାୟଙ୍କ କବିତା ସଂକଳନ ନୁହେଁ ?
25. ସାରସ୍ଵତ ସାଧନା ପାଇଁ କବି କେଉଁ ବିଶିଷ୍ଟ ପୁରସ୍କାର ଲାଭ କରିଛନ୍ତି ?
26. ଆଲୋଚ୍ୟ କବିତା "ବାର୍ତ୍ତା" କବିଙ୍କର କେଉଁ ପୁସ୍ତକରୁ ସଂଗୃହୀତ ?
27. କାହାର ବାର୍ତ୍ତା ଧରି ଦୂତ ଶତାବ୍ଦୀର ସିଂହଦ୍ଵାରରୁ ଆସିଛି ?
28. ହୀନ ଦାସତ୍ଵ ବିରୁଦ୍ଧରେ ଦୃଢ ଓ ରୂଢ ହୋଇ କ'ଣ କରିବାକୁ କବି କହିଛନ୍ତି ?
29. ଭସ୍ମ ମଧ୍ୟରୁ କେଉଁ ଦୀକ୍ଷା ଲାଭ କରିବାକୁ କବି ଉପଦେଶ ଦେଇଛନ୍ତି ?
Tags:
mil-poem-mcq
Answar page
ReplyDelete