Badapana MCQ - Multiple Choice Question and Answer | ବଡ଼ପଣ | MIL CHSE Odisha

 Badapana
ବଡ଼ପଣ

Multiple Choice Question and Answer 



1. ଧନ ଅର୍ଜନର ସଫଳତା କେଉଁଠି ଥାଏ ?





2. 'ବଡ଼ପଣ' କରିବା ରାଧାନାଥଙ୍କ କେଉଁ କାବ୍ୟରୁ ଆସିଅଛି ?





3. ରାଧାନାଥରାୟ ତାଙ୍କର ପୂର୍ବସୂରୀ କେଉଁ କବିଙ୍କ ପରି ଓଡ଼ିଶାର ମାଟି, ପାଣି, ଅରଣ୍ୟ, ପର୍ବତ, ନଦୀ, ସମୁଦ୍ର ଓ ତୀର୍ଥମାନଙ୍କୁ ଆପଣା କାବ୍ୟରେ ମହତ ସ୍ଥାନ ପ୍ରଦାନ କରିଛନ୍ତି ?





4. ଓଡ଼ିଶାର କେଉଁ ବରପୁତ୍ରଙ୍କୁ ସମ୍ବର୍ଦ୍ଧିତ କରିବାକୁ ବାରବାଟୀ ଦୁର୍ଗରେ ଦରବାର ବସିଥିଲା ?





5. ଜଳଧାରାର ଧର୍ମ କ'ଣ ?





6. ଦୁଃଖୀ, ରଙ୍କି ପ୍ରଜାମାନଙ୍କୁ ଶୋଷଣ କରି ରାଜା ଓ ଜମିଦାରମାନେ କାହାକୁ ପୋଷଣ କରୁଛନ୍ତି ?




7. ରାଧାନାଥ କାହାକୁ ସିକନ୍ଦର ବୋଲି କହିଛନ୍ତି ?





8. "ଲକ୍ଷଶୋଷୀ" ବୋଲି କୁହାଯାଇଛି ?





9. କାହାର କ୍ରୁରତା ଓ ଅବିଶ୍ଵାସୀ ପ୍ରକୃତି ବିଷୟରେ କୁହାଯାଇଛି ?





10. କେଉଁଥିରୁ ମନ ବାହୁଡ଼ାଇ ନେବାକୁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି ?





11. କାହାର କଠିନ ଝିଙ୍କାଝିଙ୍କିରୁ ନିସ୍ତାର ପାଇଁ ହୁସିଆର ହେବାକୁ କବି କହିଛନ୍ତି ?





12. ଜ୍ୟୋତିର୍ବିଦ ସାମନ୍ତ ଚନ୍ଦ୍ରଶେଖରଙ୍କୁ ସମ୍ବର୍ଦ୍ଧିତ କରିବାକୁ କେଉଁଠାରେ ଦରବାର ବସିଥିଲା ?




13. 'ଦରବାର' ଏକ କେଉଁ ପ୍ରକାର କାବ୍ୟ ?





14. ପ୍ରକୃତ ବଡ଼ପଣକୁ କବି କ'ଣ ବୋଲି କହିଛନ୍ତି ?





15. ସଂସାରର ତ୍ଵକସାର ବଡ଼ପଣ ଲାଳସା - ରେଖାଙ୍କିତ ପଦର ଅର୍ଥ କ'ଣ ?





16. "ଅନ୍ତକର ବଜ୍ର-ଦନ୍ତ ଯାଏ ଭାଙ୍ଗି" - ଏହି ପଦର ତାପ୍ତର୍ଯ୍ୟ କେଉଁଟି ?





17. କବିତାରେ କବିଙ୍କ ଶକ୍ତିଶାଳୀ ଲେଖନୀ କେଉଁ ବିଷୟରେ ଅବତାରଣା କରିଛି ?





18. ଜିଣିବାକୁ ଆଉ ନାହିଁ ଧରାଖଣ୍ଡ - କିଏ କହିଥିଲେ ?




v

19. ଏବେ ରାଜା-ପ୍ରଜାଙ୍କ ସମ୍ପତ୍ତି କିପରି ହୋଇଛି ବୋଲି ଆକ୍ଷେପ କରାଯାଇଛି ?





20. ପାପାର୍ଜିତ ଧାନରେ କ'ଣ ଅର୍ଜନ କରୁଛ ବୋଲି କୁହାଯାଇଛି ?





21. ସଂସାର ବାରିଧି ତରିବାକୁ ବିଧି କ'ଣ ଗଢିଛନ୍ତି ?





22. ପଠିତ କବିତାରେ ଉଦ୍ଧିଷ୍ଟ ବ୍ୟକ୍ତିମାନଙ୍କୁ କେଶରୀ-ଔରସରୁ ଜନ୍ମିତ କ'ଣ ବୋଲି ଆକ୍ଷେପ କରାଯାଇଛି ?



23. କାହାକୁ ପ୍ରଜାଧାନ ବୁହା ବୋଲି କୁହାଯାଇଛି ?





24. ପ୍ରଜାଙ୍କ ଚିତ୍ତକୁ ପୂର୍ବ ରାଜାମାନେ କିପରି ବାନ୍ଧିଥିଲେ ?





25. ଆଚମ୍ବିତେ ଆସି କିଏ ହାବୋଡ଼ି ଯିବ ?




26. ଉତ୍କଳ ସ୍ୱାମୀୀଙ୍କର ବଂଶଧର ହୋଇ ମଧ୍ୟ ତାଙ୍କର ଗତି କିପରି ହୋଇଛି ବୋଲି କବି ବର୍ଣ୍ଣନା କରିଛନ୍ତି ?





27. ଆୟୁ ବଢିଗଲେ ଜୀବନରେ ମାୟାର ପ୍ରଭାବ କିପରି ହୁଏ ବୋଲି କବି କହିଛନ୍ତି ?





28. ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ କିପରି ଥିଲେ ?





29. ବିଦେଶୀ ସଙ୍ଗୀନେ କଲ ତାଙ୍କୁ ଭୀତ - ରେଖାଙ୍କିତ ପଦର ଅର୍ଥ କ'ଣ ?





30. ରାଜାମାନେ ଦେଶୀ ହୋଇ କେଉଁ ବିଦେଶୀ ନୀତି ଅବଲମ୍ବନ କରୁଥିଲେ ?





31. ତତ୍କାଳୀନ ରାଜମାନଙ୍କ ମନ୍ତ୍ରୀମାନଙ୍କୁ କବି କେଉଁପରି ବର୍ଣ୍ଣ କରିଛନ୍ତି ?




32. ଜାଗ୍ରତ ଓ ସ୍ୱପ୍ନରେ ରାଜାମାନଙ୍କଠାରେ କେଉଁ ଲାଳସା ଜାତହେଉଛି ବୋଲି କବି କହିଛନ୍ତି ?





33. ରାଜା ଓ ଜମିଦାରମାନେ ଧନକୁ କେଉଁପରି ଜଗି ରହିଛନ୍ତି ?




34. "ଜିଣିବାକୁ ନାହିଁ ଆଉ ଧରାଖଣ୍ଡ" - ଏହା କାହାର ଉକ୍ତି ?





35. କାହାର "ଅଶ୍ରୁସକ୍ତି ଗଣ୍ଡ" ବିଷୟରେ କବିତାରେ ଉଲ୍ଲେଖ କରାଯାଇଛି ?





36. ଏ ସଂସାରକୁ କବି କେଉଁପରି ବର୍ଣ୍ଣନା କରିଛନ୍ତି ?





37. "ଆଉ ବଡ଼ପଣ ଅଢେଇଦିନିଆ" - ଏଠାରେ ଅହଙ୍କାର ଓ ଅହମିକାର କେଉଁ ଗୁଣ ବିଷୟରେ କୁହାଯାଇଛି ?





38. କବି କାହାକୁ ମହତପଣିଆ ବୋଲି କହିଛନ୍ତି ?





39. ଏ ଦୁନିଆକୁ କେଉଁ ନେତ୍ରରେ ଦେଖିବାକୁ କବି ଉଲ୍ଲେଖ କରିଛନ୍ତି ?




3 Comments

Previous Post Next Post