Badapana
ବଡ଼ପଣ
Multiple Choice Question and Answer
1. ଧନ ଅର୍ଜନର ସଫଳତା କେଉଁଠି ଥାଏ ?
2. 'ବଡ଼ପଣ' କରିବା ରାଧାନାଥଙ୍କ କେଉଁ କାବ୍ୟରୁ ଆସିଅଛି ?
3. ରାଧାନାଥରାୟ ତାଙ୍କର ପୂର୍ବସୂରୀ କେଉଁ କବିଙ୍କ ପରି ଓଡ଼ିଶାର ମାଟି, ପାଣି, ଅରଣ୍ୟ, ପର୍ବତ, ନଦୀ, ସମୁଦ୍ର ଓ ତୀର୍ଥମାନଙ୍କୁ ଆପଣା କାବ୍ୟରେ ମହତ ସ୍ଥାନ ପ୍ରଦାନ କରିଛନ୍ତି ?
4. ଓଡ଼ିଶାର କେଉଁ ବରପୁତ୍ରଙ୍କୁ ସମ୍ବର୍ଦ୍ଧିତ କରିବାକୁ ବାରବାଟୀ ଦୁର୍ଗରେ ଦରବାର ବସିଥିଲା ?
5. ଜଳଧାରାର ଧର୍ମ କ'ଣ ?
6. ଦୁଃଖୀ, ରଙ୍କି ପ୍ରଜାମାନଙ୍କୁ ଶୋଷଣ କରି ରାଜା ଓ ଜମିଦାରମାନେ କାହାକୁ ପୋଷଣ କରୁଛନ୍ତି ?
7. ରାଧାନାଥ କାହାକୁ ସିକନ୍ଦର ବୋଲି କହିଛନ୍ତି ?
8. "ଲକ୍ଷଶୋଷୀ" ବୋଲି କୁହାଯାଇଛି ?
9. କାହାର କ୍ରୁରତା ଓ ଅବିଶ୍ଵାସୀ ପ୍ରକୃତି ବିଷୟରେ କୁହାଯାଇଛି ?
10. କେଉଁଥିରୁ ମନ ବାହୁଡ଼ାଇ ନେବାକୁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି ?
11. କାହାର କଠିନ ଝିଙ୍କାଝିଙ୍କିରୁ ନିସ୍ତାର ପାଇଁ ହୁସିଆର ହେବାକୁ କବି କହିଛନ୍ତି ?
12. ଜ୍ୟୋତିର୍ବିଦ ସାମନ୍ତ ଚନ୍ଦ୍ରଶେଖରଙ୍କୁ ସମ୍ବର୍ଦ୍ଧିତ କରିବାକୁ କେଉଁଠାରେ ଦରବାର ବସିଥିଲା ?
13. 'ଦରବାର' ଏକ କେଉଁ ପ୍ରକାର କାବ୍ୟ ?
14. ପ୍ରକୃତ ବଡ଼ପଣକୁ କବି କ'ଣ ବୋଲି କହିଛନ୍ତି ?
15. ସଂସାରର ତ୍ଵକସାର ବଡ଼ପଣ ଲାଳସା - ରେଖାଙ୍କିତ ପଦର ଅର୍ଥ କ'ଣ ?
16. "ଅନ୍ତକର ବଜ୍ର-ଦନ୍ତ ଯାଏ ଭାଙ୍ଗି" - ଏହି ପଦର ତାପ୍ତର୍ଯ୍ୟ କେଉଁଟି ?
17. କବିତାରେ କବିଙ୍କ ଶକ୍ତିଶାଳୀ ଲେଖନୀ କେଉଁ ବିଷୟରେ ଅବତାରଣା କରିଛି ?
18. ଜିଣିବାକୁ ଆଉ ନାହିଁ ଧରାଖଣ୍ଡ - କିଏ କହିଥିଲେ ?
v
19. ଏବେ ରାଜା-ପ୍ରଜାଙ୍କ ସମ୍ପତ୍ତି କିପରି ହୋଇଛି ବୋଲି ଆକ୍ଷେପ କରାଯାଇଛି ?
20. ପାପାର୍ଜିତ ଧାନରେ କ'ଣ ଅର୍ଜନ କରୁଛ ବୋଲି କୁହାଯାଇଛି ?
21. ସଂସାର ବାରିଧି ତରିବାକୁ ବିଧି କ'ଣ ଗଢିଛନ୍ତି ?
22. ପଠିତ କବିତାରେ ଉଦ୍ଧିଷ୍ଟ ବ୍ୟକ୍ତିମାନଙ୍କୁ କେଶରୀ-ଔରସରୁ ଜନ୍ମିତ କ'ଣ ବୋଲି ଆକ୍ଷେପ କରାଯାଇଛି ?
23. କାହାକୁ ପ୍ରଜାଧାନ ବୁହା ବୋଲି କୁହାଯାଇଛି ?
24. ପ୍ରଜାଙ୍କ ଚିତ୍ତକୁ ପୂର୍ବ ରାଜାମାନେ କିପରି ବାନ୍ଧିଥିଲେ ?
25. ଆଚମ୍ବିତେ ଆସି କିଏ ହାବୋଡ଼ି ଯିବ ?
26. ଉତ୍କଳ ସ୍ୱାମୀୀଙ୍କର ବଂଶଧର ହୋଇ ମଧ୍ୟ ତାଙ୍କର ଗତି କିପରି ହୋଇଛି ବୋଲି କବି ବର୍ଣ୍ଣନା କରିଛନ୍ତି ?
27. ଆୟୁ ବଢିଗଲେ ଜୀବନରେ ମାୟାର ପ୍ରଭାବ କିପରି ହୁଏ ବୋଲି କବି କହିଛନ୍ତି ?
28. ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ କିପରି ଥିଲେ ?
29. ବିଦେଶୀ ସଙ୍ଗୀନେ କଲ ତାଙ୍କୁ ଭୀତ - ରେଖାଙ୍କିତ ପଦର ଅର୍ଥ କ'ଣ ?
30. ରାଜାମାନେ ଦେଶୀ ହୋଇ କେଉଁ ବିଦେଶୀ ନୀତି ଅବଲମ୍ବନ କରୁଥିଲେ ?
31. ତତ୍କାଳୀନ ରାଜମାନଙ୍କ ମନ୍ତ୍ରୀମାନଙ୍କୁ କବି କେଉଁପରି ବର୍ଣ୍ଣ କରିଛନ୍ତି ?
32. ଜାଗ୍ରତ ଓ ସ୍ୱପ୍ନରେ ରାଜାମାନଙ୍କଠାରେ କେଉଁ ଲାଳସା ଜାତହେଉଛି ବୋଲି କବି କହିଛନ୍ତି ?
33. ରାଜା ଓ ଜମିଦାରମାନେ ଧନକୁ କେଉଁପରି ଜଗି ରହିଛନ୍ତି ?
34. "ଜିଣିବାକୁ ନାହିଁ ଆଉ ଧରାଖଣ୍ଡ" - ଏହା କାହାର ଉକ୍ତି ?
35. କାହାର "ଅଶ୍ରୁସକ୍ତି ଗଣ୍ଡ" ବିଷୟରେ କବିତାରେ ଉଲ୍ଲେଖ କରାଯାଇଛି ?
36. ଏ ସଂସାରକୁ କବି କେଉଁପରି ବର୍ଣ୍ଣନା କରିଛନ୍ତି ?
37. "ଆଉ ବଡ଼ପଣ ଅଢେଇଦିନିଆ" - ଏଠାରେ ଅହଙ୍କାର ଓ ଅହମିକାର କେଉଁ ଗୁଣ ବିଷୟରେ କୁହାଯାଇଛି ?
38. କବି କାହାକୁ ମହତପଣିଆ ବୋଲି କହିଛନ୍ତି ?
39. ଏ ଦୁନିଆକୁ କେଉଁ ନେତ୍ରରେ ଦେଖିବାକୁ କବି ଉଲ୍ଲେଖ କରିଛନ୍ତି ?
Tags:
mil-poem-mcq
Thank u. Chse
ReplyDeleteMil odia all chapters question upload please
ReplyDeletePingalara abhisar mcq q&a
ReplyDelete